Latest Odisha News

BREAKING NEWS

୨୪ ଘଣ୍ଟାରେ କରୋନାର ଲମ୍ବା ଲମ୍ଫ: ଦେଶରେ ୫୨ ହଜାର ପାର

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫୨୫୦୯ ଛୁଇଁଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ…

‘ଧାରା ୩୭୦’ ଉଚ୍ଛେଦକୁ ବର୍ଷେ

ନୂଆଦିଲ୍ଲୀ: ଆଜିକୁ ଠିକ ବର୍ଷେ ତଳେ ଜମ୍ମୁ-କଶ୍ମୀରରୁ ହଟିଥିଲା ଧାରା ୩୭୦ । ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଥିଲା । ଏହାକୁ ନେଇ ରାଜ୍ୟସଭାରେ…

ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ପୁଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ…

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

ଜମ୍ମୁ କଶ୍ମୀର: ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା । ଜମ୍ମୁ କଶ୍ମୀର ସରକାର ରାଜ୍ୟରେ ସବୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ । ଏହାପରେ ବୈଷ୍ଣୋ ଦେବୀ ଯାତ୍ରା…

ଆସନ୍ତାକାଲିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୬) ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ…

ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ

ଚିତ୍ରକୋଣ୍ଡା(ମାଲକାନଗିରି): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଘଟିଛି ଏହି ଅଘଟଣ । ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ । ତାଙ୍କ ଘର ରାଜସ୍ଥାନରେ । ଚିତ୍ରକୋଣ୍ଡା ୯ ନମ୍ବର…

ପାଣିପାଗ ବିଭାଗର ସତର୍କ ସୂଚନା; ୫ ଜିଲ୍ଲା‌ରେ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ପ୍ରବଳ ବର୍ଷ ହେଲାଣି। ଆଗାମୀ ୨୪ ଘଣ୍ଟା‌ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାକୁ ଯାଉଛି । ଏହା ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ…

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ପାଟଣାରୁ ମୁମ୍ୱାଇ ମାମଲା ସ୍ଥାନାନ୍ତରଣ ପାଇଁ ହୋଇଥିବା ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ରିୟା…

ପୋଲିସ ସେବା ଭବନରେ ଆରମ୍ଭ ହେଲା ସିରୋସର୍ଭେ

ଭୁବନେଶ୍ବର: ଜନସାଧାରଣଙ୍କ ସମେତ ଏହି ମହାମାରୀରୁ ମଧ୍ୟ ବର୍ତ୍ତି ପାରୁ ନାହାନ୍ତି କରୋନା ଯୋଦ୍ଧା । କରୋନା ତାଲିକାରେ ଯୋଡି ହୋଇ ଚାଲୁଛି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂଖ୍ୟା । କମିସନରେଟ୍‌ ପୋଲିସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ…

ଲେବାନନ୍ ବିସ୍ଫୋରଣରେ ୭୦ରୁ ଅଧିକ ମୃତ, ହଜାର ହଜାର ଆହତ

ବେରୁତ: ଲେବାନନ ରାଜଧାନୀ ବେରୁତ ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପାଖାପାଖି ୪ ହଜାର ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ବେରୁତର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ତେବେ ବେରୁତ ସ୍ଥିତ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ…