ଆଫଗାନିସ୍ତାନ ଜଲାଲବାଦ ଜେଲରେ ଆତଙ୍କବାଦୀ ଆକ୍ରମଣ, ୨୧ଲୋକଙ୍କ ମୃତ୍ୟୁ
କାବୁଲ: ଆଫଗାନିସ୍ତାନର ଜଲାଲବାଦ ଜେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ରିପୋର୍ଟ ହସ୍ତଗତ ହେଲା ବେଳକୁ ୨୧ ଲୋକଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ୩ ଆତଙ୍କବାଦୀ ସାମିଲ ଅଛନ୍ତି । ଏହି ଆକ୍ରମଣ ପରେ ଜେଲରୁ ଅନେକ କୈଦୀ ମଧ୍ୟ ଫେରାର ହୋଇ ଯାଇଛନ୍ତି । ଏହା ପଛରେ ଇସଲାମିକ ଷ୍ଟେଟ…