Latest Odisha News

BREAKING NEWS

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା । ନିଆଁ ଚାହୁଁ ଚାହୁଁ ୩…

ମାହାଙ୍ଗା ଡବଲ୍ ମର୍ଡର: ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ, ଅଜ୍ଞାତ ସ୍ଥାନରେ ଜେରା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ । ସେମାନଙ୍କୁ ଅଟକ ରଖିଛି କଟକ ଗ୍ରାମାଞ୍ଚଳ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ଜେରା ଚାଲିଛି । ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଠାବ କରିବା…

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି। ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା…

ସୋହେଲ ଓ ଆରବାଜ ଖାନଙ୍କ ବିରୋଧରେ ମାମଲା ରୁଜୁ କଲା ବିଏମ୍‌ସି, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଦୁଇ ଖାନ ଭାଇ ସୋହେଲ ଓ ଆରବାଜଙ୍କ ନାଁ ରେ ଥାନାରେ ମାମଲା ରୁଜୁ କଲା ବ୍ରିହନ୍‌ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍‌ସି)। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୋମବାର ଦିନ ଏହି ଦୁଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା।…

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି । ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି। ୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି…

ପରୀ ହତ୍ୟା ମାମଲା: ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଇବା ଆବେଦନର ଆଜି ଶୁଣାଣି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ରହିଛି । ନୟାଗଡ଼ ପକସୋ କୋର୍ଟରେ ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲା ଏସଆଇଟି । ପରୀ ହତ୍ୟା…

ଭାରତର ବିରଳ ‘ଜାତାପୁ ଜନଜାତି’ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଜାତାପୁ ଭାରତର ଏକ ଅନୁସୂଚିତ ଜନଜାତି । ଜାତାପୁ ସଂପ୍ରଦାୟ କନ୍ଧ ଜନଜାତିର ଏକ ଗୋଷ୍ଠୀ ଏବଂ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବସବାସ କରନ୍ତି ।ଆନ୍ଧ୍ର ପ୍ରଦେଶରେ ପାହାଡ଼ରେ ବସବାସ କରୁଥିବା ଜାତାପୁମାନେ କୁଇ ଏବଂ ସମତଳ ଅଞ୍ଚଳରେ ରହୁଥିବା ଜାତାପୁମାନେ ତେଲୁଗୁ କହନ୍ତି ।…

ବ୍ରିଟେନରେ ଆଜି ମଧ୍ୟରାତ୍ରିରୁ ପୁଣି ଲକଡାଉନ୍, ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍‌ରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନଊଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ବଢୁଥିବାରୁ କଟକଣାକୁ କଠୋର କରିଛନ୍ତି ସରକାର । ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆଜି ମଧୟରାତ୍ରିରୁ ଫେବୃଆରୀ ମାସ ଦ୍ୱିତୀୟ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଦେଓମାଳି 

କୋରାପୁଟ: ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଆମ ଓଡ଼ିଶା । ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା…