ତାରାର ମୃତ୍ୟୁରେ ନବରଙ୍ଗପୁର ପୋଲିସର ଶୋକପ୍ରକାଶ
ନବରଙ୍ଗପୁର: ଦୀର୍ଘ ଦିନର ଟ୍ରେନିଂ ପରେ ନବରଙ୍ଗପୁର ପୋଲିସ ସେବାରେ ଯୋଗ ଦେଇ ପାରିଥିଲା ସନ୍ଧାନୀ କୁକୁର ତାରା । ହେଲେ ଗତ ବୁଧବାର ଦିନ ତାରା ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ତାକୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି ।…
BREAKING NEWS