Latest Odisha News

BREAKING NEWS

ବନ୍ୟପ୍ରାଣୀ ଅପରାଧ ରିପୋର୍ଟ: ବାଘ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣରେ ଭାରତ ଆଗରେ

ନୂଆଦିଲ୍ଲୀ: ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣରେ ଭାରତ ଆଗରେ ରହିଛି । ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି । ୨୦୦୭ରୁ ୨୦୧୮ ମଧ୍ୟରେ ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ କରାଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗ ୭୦ ପ୍ରତିଶତ କେବଳ ଭାରତ ଓ ଥାଇଲ୍ୟାଣ୍ଡରୁ ଯାଇଛି । ଜୁଲାଇ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଝିଅ, ପାସହାର ୭୮.୭୬ %

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସହାର ୭୮.୭୬ ପ୍ରତିଶତ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ…

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଆସନ୍ତା ଅଗଷ୍ଟ ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ମାସରେ ବିଭିନ୍ନ ଛୁଟି ଲାଗି ବ୍ୟାଙ୍କ ବନ୍ଦ ରହିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଜାଣନ୍ତୁ ତାଲିକା... ଇଦ୍ ଯୋଗୁ ଅଗଷ୍ଟ ପହିଲାରେ ବ୍ୟାଙ୍କ କାମ ବନ୍ଦ ରହିବ । ୨…

ସ୍ଥିତି ଅସମ୍ଭାଳ: ଭାରତରେ ସାଢ଼େ ୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୩୪,୧୯୩

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ଏହି ମହାମାରୀ ଭାରତରେ ନେଇଛି ଯାଇଛି ୭୬୮ ଜଣଙ୍କର ଜୀବନ । ହୁ ହୁ ହୋଇ…

ଏସବିଆଇ-ଆଇଆରସିଟିସି ସହିତ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛି, ରେଳ ଟିକେଟ ବୁକିଂ ଶସ୍ତା ହେବ

ନୂଆଦିଲ୍ଲୀ: ଅନଲାଇନ ଟିକେଟ୍ ବୁକିଂ କମ୍ପାନୀ ଆଇଆରସିଟିସି ଏବଂ ଏସବିଆଇ ମିଳିତ ଭାବେ କୋ-ବ୍ରାଣ୍ଡେଡ୍ ରୁପେ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ମିଟିଂରେ କାର୍ଡ ଲଞ୍ଚ କରିଛନ୍ତି। ତିନୋଟି ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂତନ କାର୍ଡ ସହିତ…

ରାଫେଲ ଯୁଦ୍ଧ ବିମାନ ଭାରତକୁ ଆସୁଛି, ଜାଣନ୍ତୁ ୫ଟି ବିଶେଷ କଥା ରାଫେଲ ବିଷୟରେ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୨୯ ଜୁଲାଇରେ ଡାସଲ୍ଟ ରାଫେଲ ଯୁଦ୍ଧ ବିମାନର ପ୍ରଥମ ପରିବହନ ଭାରତ ଆସୁଛି | ତିନିଟି ସିଙ୍ଗଲ୍ ସିଟ୍ ଏବଂ ଦୁଇଟି ଯୁଗ୍ମ ସିଟର ବିମାନ ସମେତ ପ୍ରଥମ ବ୍ୟାଚରେ ସମୁଦାୟ ୫ଟି ଯାନ ଆସୁଛି | ଜୁଲାଇ ୨୭ରେ, ଏହି ଯୋଦ୍ଧାମାନେ ଫ୍ରାନ୍ସରୁ ଉଡ଼ିଛନ୍ତି ଏବଂ ଆଜି ପ୍ରାୟ ୭…

ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୧୦୦୦ ପାର୍: କେଉଁଠୁ କେତେ ପଜିଟିଭ ଚିହ୍ନଟ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

ବାଲେଶ୍ଵରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ । ସୂଚନା ଅନୁଯାୟୀ, କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ଅନଲାଇନରେ ପାଠ…

ଋଷ ଦେବ ପ୍ରଥମ କରୋନା ଟିକା, ଅଗଷ୍ଟ ୧୦ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା

ମସ୍କୋ: କରୋନା ସଂକଟ ଭିତରେ ଭଲ ଖବର । ଟିକା ନେଇ ନୂଆ ଆଶା ଦେଖାଇଛି ଋଷ୍ । ଦୁଇ ସପ୍ତାହରୁ କମ୍ ସମୟ ଭିତରେ ଦୁନିଆର ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ଦେବା ନେଇ ସୂଚନା ମିଳିଛି । ବିଶ୍ୱରେ ପ୍ରଥମ ଦେଶ ଭାବରେ କରୋନା ଭ୍ୟାକସିନକୁ ମଞ୍ଜୁରୀ ଦେବ ଋଷିଆ । ଏଥିପାଇଁ ପ୍ରସ୍ତୁତି ସରିଥିବା…