Latest Odisha News

BREAKING NEWS

କଟକରେ ୨ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।…

ଅଗଷ୍ଟରେ ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: କେବେ ଖୋଲିବ ସିନେମା ହଲ୍ ? ଲକଡାଉନ ପରଠୁ ଦେଶରେ ବନ୍ଦ ରହିଥିବା ସିନେମା ହଲ୍ ଅଗଷ୍ଟ ମାସରୁ ପୁଣି ଥରେ ଖୋଲିପାରେ । ଅନୁମତି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ତୃତୀୟ ପର୍ଯ୍ୟାୟ ଅନଲକ୍ ସମୟରେ ସିନେମା ହଲ ଖୋଲିବା…

ଭବାନୀପାଟଣା ପୌରାଞ୍ଚଳରେ ୨ ଦିନିଆ ସଟଡାଉନ୍

ଭବାନୀପାଟଣା: ଭବାନୀପାଟଣା ପୌରାଞ୍ଚଳରେ ଆଜିଠୁ ଦୁଇ ଦିନିଆ ସଟଡାଉନ୍ ଜାରି ରହିଛି। କରୋନା ସଂକ୍ରମଣ ରୋକିବା ତଥା ଡୋର୍ ଟୁ ଡୋର୍ ସର୍ଭେ କାମ ଜାରି ରହିବା ଯୋଗୁଁ ପ୍ରଶାସନ ପକ୍ଷରୁ ଜୁଲାଇ ୨୫ ଓ ୨୬ ତାରିଖକୁ ସଟଡାଉନ୍ ଘୋଷଣା କରାଯାଇଛି ।…

ବ୍ୟାପୁଛି କରୋନା: ୭ ଦିନ ପାଇଁ ଏହି ଫିଭର କ୍ଲିନିକ୍ ବନ୍ଦ

ବ୍ରହ୍ମପୁର: ସତ୍ୟ ନାରାୟଣ ମନ୍ଦିର ରାସ୍ତାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍ସି) କିଛି କର୍ମଚାରୀଙ୍କ ମଧ୍ୟରେ କରୋନା ପଜିଟିଭ୍ ମାମଲା ଦେଖାଦେଇଥିବାରୁ ଆଜିଠାରୁ ଫିଭର କ୍ଲିନିକକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ତଥା…

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ…

ନାଗ ପଞ୍ଚମୀ…

ଆଜି ହେଉଛି ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ । ଯେଉଁମାନେ ନାଗ ପଞ୍ଚମୀ…

୨୭ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ମୁକାବିଲା କ୍ଷେତ୍ରରେ ସେମାନଙ୍କର ମତାମତ ଲୋଡିବେ ପ୍ରଧାନମନ୍ତ୍ରୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୨୫-୭-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୫ ରିଖ ଶନିବାର କର୍କଟ ୧୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-:…

ଆମେରିକା-ଚୀନ୍ ବିବାଦ ଯୋଗୁଁ ବିଶ୍ୱବାଣିଜ୍ୟ ଖରାପ ହେବ, ଭାରତ ପାଇଁ ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ: ରାଜନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ବଢୁଛି ଏବଂ ବିଶ୍ୱ ବାଣିଜ୍ୟ ଅବସ୍ଥା ଆହୁରି ଖରାପ ହେବ। ଭାରତ ଏବଂ ବ୍ରାଜିଲ ପରି ଉଦୀୟମାନ ବଜାର ଦୃଷ୍ଟିରୁ ଏହି ପରିସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ ରିଜର୍ଭ…

ଦ୍ରୁତ ଗତିରେ ବଢୁଛି ଅନଲାଇନ୍ କାରବାର, ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ବିପଦ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସମୟରେ, ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ଅଧିକ ପରିମାଣରେ ଅନଲାଇନ୍ କାରବାର ହେବାରେ ଲାଗିଛି | ଏହା ସହିତ ଅନଲାଇନ୍ ବ୍ୟବସାୟ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି, ତେଣୁ ଏହି ସମୟରେ ଛୋଟ ଏବଂ ମଧ୍ୟମ ଦୋକାନୀମାନଙ୍କ ଉପରେ ସେମାନଙ୍କର ଜୀବିକା ଛଡ଼ାଇବାର ଆଶଙ୍କା ମଧ୍ୟ…