Latest Odisha News

BREAKING NEWS

ଆସନ୍ତାକାଲି ଭୁବନେଶ୍ୱର ସାମ୍ବାଦିକଙ୍କର ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ…

ବାଲୁକା କଳାରେ ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ମଙ୍ଗଳବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ବର୍ଷିୟାନ୍ ଅଭିନେତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର…

ଜେବ୍ରା ଛୁଆକୁ ବଂଚାଇବା ପାଇଁ ନିଜକୁ ରଙ୍ଗରେ ରଙ୍ଗେଇଦେଲେ ଚିଡିଆଖାନାର କର୍ମଚାରୀ

ନାଇରୋବି: କେନିୟାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସିଂହ ଆକ୍ରମଣରେ ମାଆ ଜେବ୍ରାର ମୃତ୍ୟୁ ଘଟିଥିଲା । ପାଖରେ ଲୁଚି ରହିଥିବା ଜେବ୍ରା ଛୁଆଟି ଭୟଭୀତ ହୋଇ ପଡିଥିଲା । ତାକୁ ବଂଚାଯିବା ପରେ ସାଭୋ ଇଷ୍ଟ ନ୍ୟାଶନାଲ ପାର୍କକୁ ଅଣା ଯାଇଥିଲା । ତେବେ ସେ ତା ମାଆକୁ ଝୁରିବା ଛାଡି ନ…

‘ବନ୍ଦ ଘରେ ବି ମାସ୍କ ଜରୁରୀ’

ନୂଆଦିଲ୍ଲୀ: ଏଣିକି ବନ୍ଦ ଘରେ ତଥା ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ ସିଏସ୍‌ଆଇଆର୍‌ (କାଉନସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)…

୨୮ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରୁ ୨୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ରୁ କମ ପିଲା ଦଶମ ଶ୍ରେଣୀ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ଅଗରତାଲା: ପଂଜାବୀ ଓ ଜାଠଙ୍କ ପ୍ରତି ବିବାଦୀୟ ମନ୍ତ୍ୟ ଦେଇଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସମାଲୋଚିତ ହେବା ପରେ କ୍ଷମା ମାଗିଛନ୍ତି । ଏହି ଦୁଇ ସମ୍ପ୍ରଦାୟର ମୋର ଅନେକ ବନ୍ଧୁ ଅଛନ୍ତି । ଯଦି ମୋ ମନ୍ତବ୍ୟ ନେଇ କେହି ଆଘାତ ପାଇଥାନ୍ତି ତାହାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି…