Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ମୌମିତା ଦେ ରୟଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ବିଚିତ୍ରାନନ୍ଦ ଜେନାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଜୁଲାଇ ୧୯ ରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୁଳ…

ମହାରାଷ୍ଟ୍ରରେ ୩ ଲକ୍ଷ ଟପିଲା କରୋନ୍ କେସ୍, ମୁମ୍ୱାଇରେ ଲକ୍ଷେ

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ୩ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୯-୭-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ଜୁଲାଇ ତା ୧୯ ରିଖ ରବିବାର କର୍କଟ ୪ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:-ମେଷ ରାଶିର ଘାତ ଚନ୍ଦ୍ର :-କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶିର…

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାମ

ଅଯୋଧ୍ୟା: ଅଗଷ୍ଟ ମାସରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ । ଆସନ୍ତା ଅଗଷ୍ଟ ୩ କିମ୍ବା ୫ ତାରିଖରେ ହୋଇପାରେ ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କୁ ଦୁଇଟି ତାରିଖ ପ୍ରସ୍ତାବ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି…

ସୁଟିଂ ଆରମ୍ଭ କଲେ କପିଲ ଶର୍ମା, ସେଟରେ ଏଣ୍ଟ୍ରି ପୂର୍ବରୁ କୋଭିଡ୍ ଟେଷ୍ଟ

ମୁମ୍ୱାଇ: କପିଲ ଶର୍ମା ସୋ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କ ଟିମ୍ ଟିଭି ପରଦାରେ ଫ୍ରେସ ଏପିସୋଡ ସହ ନଜର ଆସିବେ । ଲକଡାଉନର ୧୨୫ ଦିନ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି କପିଲ । ତାପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସୁଟିଂ ସେଟରେ ପହଞ୍ଚିବା ପୂର୍ବରୁ…

ଖୋଲିବ ବ୍ରହ୍ମପୁର ବଡମେଡିକାଲ ଓପିଡି

ବ୍ରହ୍ମପୁର: କରୋନା ସଂକ୍ରମଣରେ ଘାଂଟି ହେଉଥିବା ଗଂଜାମବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଖୋଲି ବ୍ରହ୍ମପୁର ବଡମେଡିକାଲର ଓପିଡି । ଏହାସହ ଜରୁରୀକାଳୀନ ୱାର୍ଡ ମଧ୍ୟ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଜ୍ୱର ଭଲ କରୁଥିବା ପାରାସିଟାମଲ୍ ମେଡିସିନ୍ ଉପରୁ…

ସଫଳତା ଦିଗରେ ‘କୋଭାକ୍ସିନ୍‌’: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ରୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆରମ୍ଭ ହୋଇଛି ଭାରତର ସ୍ୱଦେଶୀ କରୋନା ଟିକାର ମାନବ ପରୀକ୍ଷଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ହର୍ଷବର୍ଦ୍ଧନ । ଭ୍ୟାକ୍‌ସିନ୍ ତିଆରି ପ୍ରକ୍ରିୟାରେ ମିଳିଛି ସକାରାତ୍ମକ ସଂକେତ…

ରାଜସ୍ଥାନ ରାଜନୀତି: ବିଟିପିର ୨ ବିଧାୟକଙ୍କ ୟୁଟର୍ଣ୍ଣ

ଜୟପୁର: ରାଜସ୍ଥାନ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ୨ ବିଧାୟକ ୟୁ ଟର୍ଣ୍ଣ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିବେ ବୋଲି ଶନିବାର କହିଛନ୍ତିି । ଗେହଲଟ…