Latest Odisha News

BREAKING NEWS

ରାମଗୋପାଳ ବର୍ମାଙ୍କ କଙ୍ଗନାଙ୍କୁ ପ୍ରଶଂସା ଟୁଇଟ ଭାଇରାଲ

ମୁମ୍ବାଇ:କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଧାକଡର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଏହି ଫିଲ୍ମର କେତେକ ଫଟୋ ମଧ୍ୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ନିକଟରେ ତାଙ୍କର ଏହି ଫଟୋକୁ ରାମ ଗୋପାଳ ବର୍ମା ପ୍ରଶଂସା କରିଛନ୍ତି । ଏପରି କି ସେ ଟୁଇଟରେ କଙ୍ଗନାଙ୍କୁ…

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନାଭାଇରସ୍‌: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛିଟା ହ୍ରାସ ପାଉଥିବା ଭଳି ଜଣାପଡୁଥିଲେ ମଧ୍ୟ ଲୋକମାନେ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି। ଓଡ଼ିଶାରେ କରୋନା ସଂକ୍ରମିତ…

ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଗୋରୁ ବୋଝେଇ ହୋଇଥିବା ଏକ ଟ୍ରକକୁ କାଞ୍ଜିପାଣି ପୋଲିସ ଜବତ କରିଛି । ୪୯ ନମ୍ବର ଜାତୀୟ ରାଜପଥରେ ଏକ ୧୪ ଚକିଆ ଟ୍ରକରେ ଗୋରୁ ବୋଝଇ ହୋଇ କେନ୍ଦୁଝର ଆଡକୁ ଯାଉଥିଲା ।  କାଞ୍ଜିପାଣି କନ୍ୟାଶ୍ରମ ସ୍କୁଲ ନିକଟରେ…

ରାଜ୍ୟର ଏହିସବୁ ସ୍ଥାନରେ ଆସନ୍ତାକାଲି ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟ ଧରଣର ବର୍ଷା ହୋଇଥିବା ନେଇ ଗୁରୁବାର ଦିନ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର (ଆଇଏମଡି)। ଆସନ୍ତା ଶୁକ୍ରବାର ସକାଳ ୮.୩୦ ପର୍ଯ୍ୟନ୍ତ ନୂଆପଡା,…

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂକୁ ଫେରିଲେ ବରୁଣ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ନତାଶା ଦଲାଲ୍‌ଙ୍କ ସହ ବିବାହ ପରେ ବରୁଣ ଧାୱନ ଏବେ କାମକୁ ଫେରି ଆସିଛନ୍ତି। ବରୁଣ ଅରୁଣାଚଳ ପ୍ରଦେଶକୁ ଯାଇଛନ୍ତି ଯେଉଁଠାରେ ସେ ଅମର କୌଶିକଙ୍କ 'ଭେଡିଆ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ୨୦୧୫ ରେ ରୋହିତ ଶେଟ୍ଟୀଙ୍କ 'ଦିଲୱାଲେ'ରେ ଦୁହେଁ ଏକାଠି…

ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ କ୍ରିକେଟର, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର: ଆଜି ଆଇପିଏଲ ନିଲାମୀ ବେଳେ ଦକ୍ଷିଣ ଆଫ୍ରିକାର ଆଲରାଉଣ୍ଡର କ୍ରିସ୍ ମୋରିସ୍ ୧୬.୨୫ କୋଟି ନିଲାମ ସହିତ ଇତିହାସ ରଚିଛନ୍ତି । ଆଇପିଏଲ ଆରମ୍ଭ ହେବା ଦିନଠାରୁ ଏ ଯାଏଁ କୌଣସି ଖେଳାଳିଙ୍କ ପାଇଁ ଏହା ହେଉଛି ସର୍ବାଧିକ । ତେବେ ଆଇପିଏଲରେ ପ୍ରଥମ ସର୍ବାଧିକ ମୂଲ୍ୟ ହାସଲ କରିଥିବା…

୭ ଦିନ ହେଲା ନାବାଳିକା ନିଖୋଜ, ପତ୍ତା ପାଉନି ପୋଲିସ: ପ୍ରତିବାଦରେ ଥାନା ଘେରାଉ କଲା ବସ୍ତି ବାସିନ୍ଦା ସୁରକ୍ଷା…

ବୀରମହାରାଜପୁର: ନାବାଳିକା ନିଖୋଜର ୭ ଦିନ ପରେ ବି ମିଳୁନି ପତ୍ତା । ପୋଲିସ ନିଷ୍କ୍ରିୟତାର ପ୍ରତିବାଦରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ବୀରମହାରାଜପୁର ଥାନା ଘେରାଉ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗାଁର ସୁରେନ୍ଦ୍ର…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ ଆଇପିଏଲର ସବୁଠାରୁ ଦାମୀ ଖେଳାଳି । ଆଇପିଏଲ ନିଲାମୀରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ପ୍ରୀତି…

ସର୍ବାଧିକ ଟିକାକରଣ ସଂଖ୍ୟା ଥିବା ଦେଶ ତାଲିକାରେ ଭାରତ ତୃତୀୟ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ଆମେରିକା ଏବଂ ବ୍ରିଟେନ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଗୁରୁବାର ସକାଳ ୮ ଟା ପର୍ଯ୍ୟନ୍ତ ଦେଶରେ କୋଭିଡ୍‌-୧୯ ବିରୋଧରେ ସ୍ୱାସ୍ଥ୍ୟସେବା କର୍ମଚାରୀ (HCWs) ଏବଂ ଫ୍ରଣ୍ଟଲାଇନ କର୍ମଚାରୀ (FLWs) ର ଟିକାକରଣ କଭରେଜ…

(ଭିଡିଓ)ନୟାଗଡ ପରୀ ମୃତ୍ୟୁ ମାମଲା: ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ସତ ମାନିଲା ଅଭିଯୁକ୍ତ । ସେ କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲା ତାହାର ପୁରା କଥା ସେ ବର୍ଣ୍ଣନା କରିଛି । ଏ ନେଇ ଏକ ଭିଡିଓ ପୋଲିସ ପ୍ର୍ରସ୍ତୁତ କରିଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ପରୀକୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲା । ଏହା…