Latest Odisha News

BREAKING NEWS

ସିବିଏସ୍‌ଇ ଦ୍ୱାଦଶରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ସାଇ ଇଣ୍ଟରନ୍ୟାସନାଲ, କିଟ୍ ଇଣ୍ଟର ନ୍ୟାସନାଲ, ବିଜେଇଏମ୍ ଓ ଡିଏଭି ପୋଖରୀପୁଟ ସମେତ ଅନେକ ସ୍କୁଲରେ ପାସ୍ ହାର ଶହେ ପ୍ରତିଶତ ରହିଛି ।…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୦୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୬୦୯ ଜଣଙ୍କ ମଧ୍ୟରୁ ୨୬୮ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୧୩୫, ୩୭ ଜଣ ଖୋର୍ଦ୍ଧା, ୩୨ ଜଣ କଟକ, ବାଲେଶ୍ୱରରୁ…

ରେମୁଣା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରାଜ୍ୟର ତୃତୀୟ ବିଧାୟକ, ଯିଏକି କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ଜୁଲାଇ ୧୧ ତାରିଖରେ ଏହି ବିଜେଡି ବିଧାୟକଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ପରବର୍ତ୍ତୀ ସମୟରେ…

ଛାବାହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାଦ୍ ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍ କରିଛନ୍ତି । ଭାରତକୁ ଡ୍ରପ୍ କରି ଇରାନ୍ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଚାଇନା, ନେପାଳ ପରେ ଏବେ ଇରାନ୍ ଭାରତ ବିରୋଧରେ ବଡ଼…

ଭୁବନେଶ୍ୱରରୁ ୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୧୬ଟି ସ୍ଥାନୀୟ ମାମଲା ରହିଛି ।…

ଭଲ ଖବର, ଭାରତରେ ଅନାହରଙ୍କ ସଂଖ୍ୟା ୬ କୋଟିକୁ ଖସିଲା

ନୂଆଦିଲ୍ଲୀ:ଭାରତରେ ଅନାହାରଙ୍କ ସଂଖ୍ୟା ୬କୋଟିକୁ ଖସି ଆସିଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଏବେ ବି ବିଶ୍ୱରେ ୬୯ କୋଟି ଲୋକ ଭୋକିଲା ଏବଂ କୁପୋଷଣର ଶୀକାର ଅଛନ୍ତି । ୨୦୧୮ ତୁଳନାରେ ଏହି ତାଲିକାରେ ୧ କୋଟି ଲୋକଙ୍କ ବୃଦ୍ଧି ଘଟିଛି । ଭାରତରେ ୨୦୦୪ରୁ ୦୬ ମଧ୍ୟରେ ୨୪.୯୪…

ଭାରତ ଆମେରିକାଠାରୁ ୨୦୦ଟି ଆରକ୍ୟୁ-୧୧, ଇସ୍ରାଏଲରୁ ସ୍କାଇକ୍ ଫାୟାରଫ୍ଲାଏ ଆମୁନିସନ କ୍ରୟ କରିବ

ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ…

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ପକ୍ଷରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ହଟାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି । ଦଳ ପକ୍ଷରୁ…

କଟକରେ ଚିହ୍ନଟ ୩୯ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ମଙ୍ଗଳବାର ଦିନ ୩୯ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୬୦ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଆଇପିଏସ୍ ସ୍ତରରେ ଅଦଳବଦଳ; ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାସ

ଭୁବନେଶ୍ୱର: ଆଇପିଏସ୍ କ୍ୟାଡର ସ୍ତରରେ ମଙ୍ଗଳବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି। ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦିଆଯାଇଥିବା ବେଳେ କଟକର ନୂଆ ଡିସିପି ହେଲେ ପ୍ରତୀକ ସିଂହ। ଜାଣନ୍ତୁ ଆଉ କେଉଁ ଆଇପିଏସ ଅଧିକାରୀଙ୍କୁ ମିଳିଲା କେଉଁ…