Latest Odisha News

BREAKING NEWS

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ କରୋନା ପଜିଟିଭ…

୨୦୨୧ ଅକ୍ଟ‌ୋବରର‌େ ରିଲିଜ ହ‌େବ ଅଜୟଙ୍କ ‘ମଇଦାନ’

ମୁମ୍ବାଇ: ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମଇଦାନ’ ୨୦୨୧ ମସିହା ଅକ୍ଟୋବର୧୫ରେ ବଡ ପର‌ଦାକୁ ଆସିବାକୁ ଯାଉଛି। ଏସମ୍ପର୍କର‌େ ଶନିବାର ଟ୍ବିଟ୍ କରି ସୂଚନା ଦ‌େବା ସହ ଅଜୟ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।…

ବିରାଟ କୋହଲିଙ୍କ ପ୍ରଥମ ଅଡି କାର ଏବେ ବି ଥାନାରେ ପଡି ରହିଛି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏବେ ଅନେକ ଦାମୀ କାର ରହିଛି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ତାଙ୍କର ପ୍ରଥମ ଅଡି କାର ଏବେ ବି ମୁମ୍ବାଇ ଥାନରେ ପଡି ରହିଛି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ...୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଂଚ…

ଜଳ ଯୋଗାଣରେ କାର୍ଯ୍ୟରତ ୮୦୩ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ପ୍ରଦାନ

ଭୁବନେଶ୍ୱର: ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ୮୦୩ ଜଣ ୱାର୍କ ଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବାହ୍ନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଠାରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନେଇ…

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର ଜୀବନେ ଯେତେବେଳେ ବୋହିଯାଏ ଦୁଃଖର କଳା ବାଦଲ, ଠିକ ସେତିକି ବେଳେ.... ଜୀବନଟା ହୋଇଯାଏ ଯେମିତି ନିସ୍ତବ୍ଧ ଆଉ ଅନ୍ଧକାର। ରାତ୍ରି ର ଅନ୍ଧକାରେ ହଜିଯାଏ ଯେପରି ଦିନ ର କୋଳାହଳ ତଥା ..., ପ୍ରଳାପ ଆଉ ଆଳାପ, ସେହିପରି ଜୀବନ ର ଅନ୍ଧକାରେ ହଜିଯାଏ…

ନଡ୍ଡାଙ୍କ କାରକେଡକୁ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର: ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ହେଉଛି । ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍…

ବିଷ ବିକାଳୀ, ଘରେ ରଖିଛନ୍ତି ୮୦,୦୦୦ ସାପ, ବିଛା

କାଇରୋ:ବ୍ୟବସାୟ କରିବାରେ ଅନେକ ମାଧ୍ୟମ ରହିଛି । ମାତ୍ର ଇଜିପ୍ଟର ୨୫ ବର୍ଷୀୟ ମହମ୍ମଦ ହମିଦ ବିଷ ବିକାଳୀ ସାଜିଛନ୍ତି । ସେ ୮୦,୦୦୦ ସାପ, ବିଛା ପାଳିବା ସହ ନମ ନାମକ କମ୍ପାନୀ ଗଠନ କରିଛନ୍ତି । ଇଜିପ୍ଟର ମରୁଭୂମିରେ ବୁଲି ବୁଲି ସେ ବିଷାକ୍ତ ଜନ୍ତୁ ସଂଗ୍ରହ କରିଥାନ୍ତି । ଶୁଣିଲେ ଆପଣମାନେ…

ଯକ୍ଷ୍ମା ବିରୋଧରେ ଓଡ଼ିଶାର ଜୋରଦାର ଲଢେଇ, ଶ୍ରେଷ୍ଠ ଦୁଇ ରାଜ୍ୟ ମଧ୍ୟରେ ପାଇଲା ସ୍ଥାନ

ପ୍ରତିଦିନ ଯକ୍ଷ୍ମା ରୋଗ ଦ୍ବାରା ଭାରତରେ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ତେଣୁ ଯକ୍ଷ୍ମାର ନିୟନ୍ତ୍ରଣ ଭାରତବର୍ଷରେ ଅନ୍ୟତମ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…

ଚୀନ ସେନା ପିନ୍ଧୁଛନ୍ତି ଆଇରନ ସୁଟ !

ଲଦାଖ: ପୂର୍ବ ଲଦାଖରେ ଭାରତୀୟ ସେନାର କଡା ଜବାବ ପରେ ଚୀନ ବାରମ୍ବାର ସୀମାରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରୁଛି ଚୀନ ସରକାରର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ । ମିଛ ସତ ଲେଖି ଚୀନକୁ ଦୁନିଆ ଆଗରେ ବଳଶାଳୀ କରିବା ଏହାର ଲକ୍ଷ୍ୟ । ସଦ୍ୟ ରିପୋର୍ଟ…