Latest Odisha News

BREAKING NEWS

କୋଭିଡ ସ୍ଥିତିକୁ ନଜରରେ ରଖି ରାଉରକେଲା ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

ରାଉରକେଲା: ରାଉରକେଲା ସହରରେ କୋଭିଡ ଜନିତ ସ୍ଥିତିର ମୁକାବିଲା ଲାଗି ରାଉରକେଲା ମହାନଗର ନିଗମ ନିଜ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବରୁ କାର୍ଯ୍ୟକ୍ଷମ ୨୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରକୁ ମିଶାଇ ତିନୋଟି ପୃଥକ ପୃଥକ…

ଜନସଂଖ୍ୟା ନିୟନ୍ତ୍ରଣରେ କିଭଳି ରହିବ ଭାରତୀୟ ଗଣତନ୍ତ୍ରର ଭୂମିକା: ନବୀନ ଜିନ୍ଦଲଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ : କରୋନା ମହାମାରୀ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଜନସଂଖ୍ୟା ବିସ୍ଫୋରଣ ଓ ସାମାଜିକ ସରଞ୍ଚନା ସମ୍ପର୍କରେ ଆଲୋଚନା କରିବା ଉଚିତ ସମୟ ହୋଇ ନପାରେ । କିନ୍ତୁ ବହୁଳ ଜନସଂଖ୍ୟା ଯୋଗୁ ମହାମାରୀ ଭୟାନକ ରୂପ ନେଉଛି । ତେଣୁ ବର୍ଦ୍ଧିତ ଜନସଂଖ୍ୟା…

ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର କୋଭିଡ ପଜିଟିଭ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସାରା କହିଛନ୍ତି ତାଙ୍କର, ପରିବାର ସଦସ୍ୟ ଓ ଷ୍ଟାଫମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଏନେଇ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସାରା । ସାରା କହିଛନ୍ତି…

ହେମାଙ୍ଗ ଅମୀନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ବିସିସିଆଇ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପରେ ଅନ୍ତରୀଣ ସିଇଓ ହୋଇଛନ୍ତି ହେମାଙ୍ଗ ଅମୀନ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ହେମାଙ୍ଗ ଅମୀନ ଆଇପିଏଲର ଚିଫ୍ ଅପରେଟିଂ ଅଫିସର ବା ସିଓଓ ଅଛନ୍ତି । ନୂଆ ସିଇଓ ନିଯୁକ୍ତି ଯାଏଁ ସେ ଦାୟିତ୍ୱ ତୁଲାଇବେ । ହେମାଙ୍ଗ ଅମୀନ ୨୦୧୭ ଠାରୁ…

କରୋନା କ୍ରିଏଟିଭିଟି: ସ୍ମରଣୀକା ହୋତାଙ୍କ ନୃତ୍ୟ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୪-୭-୨୦୨୦ ମଙ୍ଗଳବାର                                                      ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୪ ରିଖ ମଙ୍ଗଳବାର ମିଥୁନ ୩୦ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ…

ଦି’ପଦ ଦୁଃଖର ଦାବିନାମା..

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବିଶ୍ରାମରେ ସୁଖ କି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନ ଖୋଜି ମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେମଣିଷର, କେତେ…

ବ୍ରହ୍ମପୁର ସୀମା ସିଲ୍‌, ଯାଆସ ବନ୍ଦ

ବ୍ରହ୍ମପୁର: ସିଲ୍ ହେଲା ବ୍ରହ୍ମପୁର ସହର ସୀମା । ପ୍ରବେଶ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସହର ମଧ୍ୟକୁ କେହି ବି ଯିବା ଆସିବା କରିପାରିବେ ନାହିଁ । ମଙ୍ଗଳବାରଠୁ ଏହି କଟକଣା ଲାଗୁ ହୋଇଛି । ବଢ଼ୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବିଭିନ୍ନ…

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା । କେ. ପି. ଶର୍ମା ଓଲି…