Latest Odisha News

BREAKING NEWS

ଓଡ଼ିଶାର ୨୫ ନଗର ଓ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ସମ୍ପ୍ରତି ଓଡ଼ିଶାର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍…

ନୂଆ ରୂପରେ ଆସୁଛନ୍ତି ଅଭିନେତା ଲିକୁନ ଚୌଧୁରୀ

ଭୁବନେଶ୍ୱର: ଟେଲି ପରଦାର ଲୋକପ୍ରିୟ କଳାକାର ଲିକୁନ ଚୌଧୁରୀ ଏକ ନୂଆ ରୂପରେ ଆସୁଛନ୍ତି । ତରଙ୍ଗରେ ପ୍ରସାରିତ ମଙ୍ଗଳମୂର୍ତ୍ତି ପ୍ରଡକ୍ସନର ନୂଆ ସିରିୟଲ ସିନ୍ଦୁରର ଅଧିକାରରେ ଏକ ଭିନ୍ନ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିରିଏଲରେ ତାଙ୍କ ଚରିତ୍ରର ନାମ ମିଠୁ ରହିଛି । ଛୋଟ ବେଳୁ…

କରୋନାରୁ ସୁସ୍ଥ ହେଲେ ଆଉ ୧୦୩ ଜଣ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଖୁସି ଖବର । ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୩ ଜଣ କରୋନା ଆକ୍ରାନ୍ତ । କଟକରୁ ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୧୬, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୧, ଅନୁଗୁଳରୁ ୧୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ସମ୍ବଲପୁରରୁ ୬,…

୭ ଲକ୍ଷ କୋଟି ଟଙ୍କାର ମହାବିନାଶକ ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ କିଣିବ ଆମେରିକା

ୱାଶିଂଟନ: ଚୀନର ଦୁଃସାହସକୁ ରୋକିବା ପାଇଁ ଆମେରିକା କଡା ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ମୁତାବକ ଆମେରିକା ୭ଲକ୍ଷ କୋଟି ଟଙ୍କା ବ୍ୟୟରେ ବେଜିଂ ପର୍ଯ୍ୟନ୍ତ ମାଡ କରିପାରୁଥିବା ମହାବିନାଶକ ପରମାଣୁ ମିସାଇଲ କିଣିବ । ୧୦୦୦୦ କିଲୋମିଟର ଦୂରତା ଯାଇପାରୁଥିବା ଏହି ମିସାଇଲ ପିନ ପଂଏଟ…

ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବଢ଼ିଲା ଅବଧି

ଭୁବନେଶ୍ୱର : ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଢ଼ିଲା ଟିକାକରଣ ଅବଧି । ଫେବ୍ରୁଆରୀ ୨୫ ସୁଦ୍ଧା ଏମାନଙ୍କୁ ଟିକା ନେବାକୁ କୁହାଯାଇଛି । ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା…

ନ୍ୟୁଜିଲ୍ୟାଣ୍ଡରେ ନୂଆ ଭାଇରସ, ଅକଲ୍ୟାଣ୍ଡରେ ଲାଗୁହେଲା ଲକଡାଉନ୍

ନ୍ୟୁଜିଲ୍ୟାଣ୍ଡ : ନ୍ୟୁଜିଲ୍ୟାଣ୍ଡର ସବୁଠୁ ବଡ଼ ସହର ଅକଲ୍ୟାଣ୍ଡରେ ଲାଗୁ ହେଲା ତିନି ଦିନଆ ଲକଡାଉନ୍ । ଆଜି ମଧ୍ୟରାତ୍ରରୁ ତିନି ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ନୂଆ ଭାଇରସ ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡର୍ଣ୍ଣ…

ଆସନ୍ତାକାଲି ବସ ଚଳାଚଳ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘରୋଇ ବସ ଚଳାଚଳ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରସର ବନ୍ଦ ଡାକରା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବନ୍ଦ ଡାକରା ସମୟରେ ଯେପରି ଘରୋଇ ବସର କୌଣସି କ୍ଷୟକ୍ଷତି ନଘଟେ,…

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇ ଗୁଣା ଟଙ୍କା

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ଆପଣଙ୍କ ଗାଡ଼ିରେ ଫାଶଟ୍ୟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । କାରଣ ଫେବ୍ରୁଆରୀ ୧୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ ଫାଶଟ୍ୟାଗ ଲାଗୁ ହେବ । ଅର୍ଥାତ ୧୬ ତାରିଖରୁ ଫାଶଟ୍ୟାଗ…

ଆସନ୍ତାକାଲି ସବୁ ସରକାରୀ ଓ ବେସରକାରୀ କଲେଜ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସମସ୍ତ ସରକାରୀ ଓ ବେସକାରୀ କଲେ ବନ୍ଦ ରହିବ । ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ…

କର୍ଲାପାଟ ଅଭୟାରଣ୍ୟରେ ପୁଣି ୧ ହାତୀ ମୃତ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଭବାନୀପାଟନା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ରବିବାର ଦିନ ଆଉ ଏକ ହାତୀର ମୃତଦେହ ମିଳିଛି। ଯାହାକୁ ମିଶାଇ ହାତୀ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ରିଜିଓନାଲ୍ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ଆରସିସିଏଫ୍) ସୁଦୀପ୍ତ ଦାଶ କହିଛନ୍ତି ଯେ ପୂର୍ବରୁ ଯେଉଁଠାରେ ଅନ୍ୟ ଚାରିଟି…