Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । All staff will…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ଅଞ୍ଚଳରେ ପାସ୍ ପ୍ରତିଶତ ହେଉଛି ୯୧.୪୬%। ଚଳିତ ବର୍ଷ ୧୧,୯୨,୯୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ  ସେମାନଙ୍କ ମଧ୍ୟରୁ ୧୦,୫୯,୦୮୦ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତିର୍ଣ୍ଣ…

ସୁନ୍ଦରଗଡରେ ଚିହ୍ନଟ ନୂଆ କରୋନା ପିଜିଟିଭଙ୍କ ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ନେଇ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ

ପୁରୀ: ଶ୍ରାବଣମାସରେ ଶିବଙ୍କ ନିକଟତର ହେବା ପାଇଁ ସମସ୍ତେ ଚାହାନ୍ତି । ଏହାର ଏକ ମାଧ୍ୟମ ହେଲା ରୁଦ୍ରାକ୍ଷ ମାଳ ପରିଧାନ । ତେବେ ଏହାକୁ ପରିଧାନ କରିବା ନେଇ କେତେକ ନିୟମ ମାନିବା ଉଚିତ । ଶିବଙ୍କ ଲୁହ ବୁନ୍ଦାରୁ ରୁଦ୍ରାକ୍ଷର ଉତ୍ପତି ହୋଇଥିଲା । ଏହା ଏକମୁଖୀରୁ ୧୪ମୁଖୀ ପର୍ଯ୍ୟନ୍ତ ଅଛି ।…

ହଂକଂରେ ସୁରକ୍ଷା ଆଇନକୁ କଡା ବିରୋଧ, ପ୍ରତୀକାତ୍ମକ ପ୍ରତିବାଦ ଭୋଟ ଦେଲେ ଲକ୍ଷାଧିକ ଲୋକ

ହଂକଂ:ଚୀନ ପକ୍ଷରୁ ଜବରଦସ୍ତ ଲାଗୁ କରାଯାଇଥିବା ସୁରକ୍ଷା ଆଇନକୁ ହଂକଂରେ କଡା ବିରୋଧ କରାଯାଇଛି । ସୋମବାର ପ୍ରତୀକାତ୍ମକ ପ୍ରତିବାଦ ଭୋଟରେ ଲକ୍ଷାଧିକ ଭୋଟର ଏହା ବିପକ୍ଷରେ ମତ ଦେଇଥିଲେ । ହଂକଂରେ ଏଥିସହ ଚୀନ ବିରୋଧୀ ଆନ୍ଦୋଳନ ଜୋର ଧରିଛି । ଭୋଟ ଫଳାଫଳ ପରେ ପରବର୍ତୀ ପଦକ୍ଷେପ ଗ୍ରହଣ…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ, ସେପଟେ ବିଳମ୍ବ ହୋଇପାରେ +୨ ରେଜଲ୍ଟ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ‘ଖାତା ମୂଲ୍ୟାୟନ ଶେଷ ହୋଇଛି । ଟାବୁଲେସନ ଚାଲିଛି । ତେଣୁ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ…

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ଦେହାନ୍ତ; ମୃତ୍ୟୁ ପୂର୍ବରୁ ଲେଖିଥିଲେ ଏଭଳି ପୋଷ୍ଟ

ମୁମ୍ବାଇ: ଫିଲ୍ମ ତଥା ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ରବିବାର ଦିନ ଦେହାନ୍ତ ଘଟିଛି । ସେ ଦୀର୍ଘଦିନରୁ କ୍ୟାନ୍ସର ରୋଗରେ ବିଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ…

ଜୁଲାଇ ୧୭ ଯାଏଁ ଜଳେଶ୍ୱର ସଟଡାଉନ୍

ବାଲେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ବାଲେଶ୍ୱରର ଜଳେଶ୍ୱର ପୌରପାଳିକା ଅଞ୍ଚଳକୁ ଜୁଲାଇ ୧୩ ତାରିଖ ଅପରାହ୍ନ ୫ ଟାରୁ ଆସନ୍ତା ୧୭ ତାରିଖ ସକାଳ ୫ ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ଅବସରରେ ସମସ୍ତ ସପିଂ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ…

ପୁରୀର କେଉଁସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ, ଜାଣନ୍ତୁ

ପୁରୀ: ପୁରୀ ମହାଲକ୍ଷ୍ମୀ ଏନକ୍ଲେଭର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ମଧୁବନ୍ ଛକ ଏବଂ ନବକଳେବର ରୋଡ୍ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ରବିବାର ସକାଳ ୭ ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ନେଇ ଜିଲ୍ଲା…

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି…