ଭାରତ ୩୨୯ ରନରେ ଅଲଆଉଟ, ଇଂଲଣ୍ଡ ୩୯/୪
ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିିତୀୟ କ୍ରିକେଟ ଟେଷ୍ଟର ଲଂଚ ବ୍ରେକ ସୁଦ୍ଧା ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ରହିଛି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୪ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବେନ ଷ୍ଟୋକ୍ସ ୧୧ ଓ ଓଲୀ ପୋପ୍ କୌଣସି…