Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେମିତି ଭାଇରାଲ୍ ହେଲା ନାନାବତୀ ହସ୍ପିଟାଲରେ ଅମିତାଭଙ୍କ ଭିଡିଓ ?

ଭୁବନେଶ୍ୱର: କିଛି ନୂଆ ନୁହେଁ । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ଏହି ତାଲିକାରେ ସାମିଲ ହୋଇଛି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଭିଡିଓ । କରୋନା ରିପୋର୍ଟ ପଜିଟିଭ ବାହାରିବା ସହ ଅମିତାଭ ହସ୍ପିଟାଲରେ ଆଡମିଟ୍ ହେବା ପରେ ଏକ…

ସଫଳ ହେଲା ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷା

ମସ୍କୋ: ସାରା ବିଶ୍ୱରେ କୋକ୍ରୁଆ ଭୟ ସୃଷ୍ଟି କରିଛି କରୋନା । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରିଛି । ତେବେ ଏହାର ଚିକିତ୍ସା ପାଇଁ ଏଯାଏଁ କୌଣସି ଟିକା ବା ସଠିକ୍ ଔଷଧ ବାହାରି ନାହିଁ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି । ଏହାରି…

କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍ ରହିଛି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ରାଜ୍ୟର ସମସ୍ତ…

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ । ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ

ରାଞ୍ଚି: ଝାଡଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲମାନେ ଶନିବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି । ଏନେଇ ପୋଲିସ ଅଧୀକ୍ଷକ ଇନ୍ଦ୍ରଜିତ ମହାଥା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାଓବାଦୀଙ୍କ ଏକ…

ଆଶ୍ଚର୍ଯ୍ୟଚକିତ କରି ଦେଉଛି ନୀଳ ଲାଭା ଉଦଗୀରଣ କରୁଥିବା କାହ୍ୱା ଜେନ୍ ଜ୍ୱାଳାମୁଖୀ

ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍…

ଆରବିଆଇର ନୂତନ ଡେପୁଟି ଗଭର୍ଣ୍ଣର ଦୌଡ଼ରେ ୮ ପ୍ରାର୍ଥୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ଦୌଡ଼ରେ ଆଠ ଜଣ ପ୍ରାର୍ଥୀ ଅଛନ୍ତି।  ଜାତୀୟଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ସର୍ଚ୍ଚ କମିଟି ଜୁଲାଇ ୨୩ରେ ଏହି ପ୍ରାର୍ଥୀଙ୍କୁ ସାକ୍ଷାତକାର ନେବ। କେନ୍ଦ୍ରୀୟ…

ଆସାମରେ ବନ୍ୟା ସ୍ଥିତି; ୬ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨୦ ଜିଲ୍ଲାର ୬ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ କୋକରାଝର ଓ ଧୁବରି ଅଞ୍ଚଳରେ ୨ ଜଣଙ୍କର ମୃତ୍ୟୁକୁ ମିଶାଇ ମୋଟ୍ ୪୨…

କରୋନା କ୍ରିଏଟିଭିଟି : ଦେବାଂଶ ଅଗ୍ରୱାଲ ଗଳ୍ପକଥନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…