ଆକାଶ ପାଠକଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଆଜିଠାରୁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନ ଧରି ପଚରାଉଚରା କରିବେ କ୍ରାଇମବ୍ରାଞ୍ଚ ଅଧିକାରୀ । ରିମାଣ୍ଡରେ ନେବାକୁ ଗତକାଲିଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ ।
ଆକାଶ ପୁନେ ଟାଟା…