Latest Odisha News

BREAKING NEWS

ଜାନୁଆରୀରେ ଖୋଲିପାରେ ସ୍କୁଲ, ଛୁଟି ଦିନରେ ବି କ୍ଲାସ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ।…

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର: ବାପାଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବିଜାଡିହ ନିକଟରେ । ମୃତକମାନେ ହେଲେ ପରଜଙ୍ଗର ରମଣି…

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୋଷ୍ଠୀ ଶିକ୍ଷା ଗବେଷଣା…

ଯୋଡ଼ା : ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । ଗାଁର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ ଏହି…

ନୂଆବର୍ଷରୁ ରାଜ୍ୟରେ ଖୋଲିପାରେ କଲେଜ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ବନ୍ଦ ରହିଛି ସ୍କୁଲ କଲେଜ । ୯ମାସ ହେବ ବନ୍ଦ ରହିଛି । କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ନୂଆବର୍ଷରେ ରାଜ୍ୟରେ କଲେଜ ଖୋଲିପାରେ । ଆରମ୍ଭ ହୋଇପାରେ କ୍ଲାସ୍। ଏନେଇ ଆଶା ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା…

ନିଟ୍‌-୨୦୨୧ ପରୀକ୍ଷା ବାତିଲ ହେବ ନାହିଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ନିଟ୍‌ ପରୀକ୍ଷା ବାତିଲ ହେବନାହିଁ । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏନେଇ ସ୍ପଷ୍ଟ କରିଛନ୍ତି । ‘୨୦୨୧ ସିବିଏସ୍‌ଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍‌’ ଏବଂ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ହେବା ନ ହେବା ପ୍ରସଙ୍ଗରେ ଆଜି ଓ୍ୱେବିନର ଜରିଆରେ କେନ୍ଦ୍ର…

 ‘ପରୀ’ ବାପା-ମାଆଙ୍କୁ ଭେଟିଲେ ପୁରନ୍ଦେଶ୍ୱରୀ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି

ନୟାଗଡ଼: ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି, ପୁରନ୍ଦେଶ୍ୱରୀ । ଆଜି ସେ ମୃତ ନାବାଳିକା ପରୀର ପରିବାର ଲୋକଙ୍କୁ ଭେଟିଛନ୍ତି । ତାଙ୍କ ବାପାମାଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ…

ଘନ କୁହୁଡିର‌େ ଲୁଚିଲା କ‌ୋଣାର୍କ ମନ୍ଦିର

ପୁରୀ: ଘନ କୁହୁଡ଼ି ଯୋଗୁଁ ଗୁରୁବାର ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ରୂପ‌େ ଅଦୃଶ୍ୟ ହ‌ୋଇଯାଇଥିବା ଭଳି ମନ‌େ ହ‌େଉଥିଲା। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ଦେଖିବା ଲାଗି ଅପେକ୍ଷା କରିବାକୁ ପଡିଥିଲା। ଏପରିକି ଘନ କୁହୁଡି ଯ‌ୋଗୁଁ ସମଗ୍ର କୋଣାର୍କ ଅଞ୍ଚଳରେ…

ରାଜ୍ୟରୁ ମହାମାରୀ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ । ୫ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ବଲାଙ୍ଗିର ଜିଲ୍ଲାରୁ ଜଣେ ୭୦ବର୍ଷୀୟ ବୃଦ୍ଧା । ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୫୩ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି…

ଖସୁଛି କରୋନା ଟ୍ରେଣ୍ଡ: ରାଜ୍ୟର ୨୫ ଜିଲ୍ଲାରୁ ୩୪୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଏବେ ପ୍ରତିଦିନ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ୩୪୩ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୭ ଜଣ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ…

ଭାରତୀୟ ବାୟୁସେନାର ଆପତ୍ତି ପର‌େ କ୍ଷମା ମାଗିଲ‌େ ଅନିଲ କପୁର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆପତ୍ତି ପରେ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ଅନିଲ କପୁର। ବୁଧବାର ଦିନ ଅନିଲ୍ ତାଙ୍କର ଅପକମିଂ ଚଳଚ୍ଚିତ୍ର "AK vs AK" ର ଟିଜର ସେୟାର କରିଥିଲ‌େ। https://twitter.com/IAF_MCC/status/1336589631962300416?s=19 ଯାହା ପରେ…