Latest Odisha News

BREAKING NEWS

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି…

ଭାରତର ନାଭଆଇସିକୁ ଆଇଏମଓ ମାନ୍ୟତା

ନୂଆଦିଲ୍ଲୀ:ଭାରତ ଦ୍ୱାରା ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ନାଭଆଇସିକୁ ଇଂଟରନ୍ୟାଶନାଲ ମାରୀଟାଇମ ଓର୍ଗାନାଇଜେଶନ (ଆଇଏମଓ) ମାନ୍ୟତା ମିଳିଛି । ଫଳରେ ଆମେରିକା, ରୁଷିଆ ଓ ଚୀନ ସହିତ ଭାରତ ସମକକ୍ଷ ହୋଇପାରିଛି । ଆମେରିକା ଜିପିଏସ ପ୍ରସ୍ତୁତ କରିଥିବା ବେଳେ ରୁଷରେ ଗ୍ଲୋନେସ ଓ…

କୋକେନ ରଖିବା ଅଭିଯୋଗରେ ଅରବାଜଙ୍କ କମ୍ପାନୀର ମେକଅପ ଡିଭିଜନ ମୂଖ୍ୟ ଗିରଫ

ମୁମ୍ବାଇ: ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଗୁରୁବାର ବହୁତ ବଡ ସଫଳତା ହାତ ଲାଗିଛି । ବଲିଉଡର ନାମି ଦାମୀ ମେକଅପ ଆର୍ଟିଷ୍ଟ ତଥା ହେୟାର ଷ୍ଟାଇଲର ସୁରଜ ଗୋଦାମ୍ବେଙ୍କୁ କୋକେନ ସହ ଗିରଫ କରିଛି । ଅରବାଜ ଖାଁ ପ୍ରାଇଭେଟ ଲିମିଟେଡର ମେକଅପ ଡିଭିଜନ ମୂଖ୍ୟ ଥିଲେ ଆକାଶ । ଏନସିବି…

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହେଉଥିବା ମୁକେଶ ଅମ୍ବାନୀ ଗୁରୁବାର ଜେଜେବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମୁକେଶଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଳୋକା ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଅମ୍ବାନି ପରିବାର ପକ୍ଷରୁ ଏକ ବିବୃତିରେ ଏହା ଉଲ୍ଲେଖ କରାଯାଇଛି ।…

[ଭିଡିଓ] ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ

ପୁରୀ: ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ । ଆଜି ଏପରି ଏକ ଘଟଣା ପୁରୀ କଲ୍ୟାଣପୁର ଗାଁରେ ସାମ୍ନାକୁ ଆସିଥିଲା । ବୁଧବାର ରାତିରେ ବିଶ୍ୱଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ଏକ ନାଗସାପ ପସିଯାଇଥିଲା । ଭୟରେ ବିଶ୍ୱଜିତଙ୍କ ପରିବାର ଲୋକେ ସାପଟିକୁ ଘଉଡାଇବାକୁ ଚେଷ୍ଟା…

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତି ସଂକଳନ ‘ଗାଁ କଥା’ ପାଠକକୁ ନିଜ ଅତୀତ ସହ ଯୋଡ଼ିବ: ଡ. ଗୌରହରି ଦାସ

ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁରେ ବଢିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ । 'ଗାଁ କଥା' ପୁସ୍ତକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କଥା…

ପଶ୍ଚିମବଙ୍ଗରେ ଜେ. ପି. ନଡ୍ଡା ଓ ବିଜେପି ନେତାଙ୍କ ଗାଡ଼ି ଉପରେ ପଥର ମାଡ଼

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ । ତାଙ୍କ ସହ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବର ଅଭିମୁଖେ ଯାଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡ଼ି ଉପରକୁ…

ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ନୂତନ ସଂସଦର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ କମ୍ପିଲା ଭୂମି ପୂଜନ ସ୍ଥଳ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର…

୩୬୦ ଡିଗ୍ରୀରେ ବୁଲୁଛି ବେକ !

ଭୁବନେଶ୍ୱର: ଭାଇରାଲ୍ ଘଟଣାର ଗନ୍ତାଘର ପାଲଟିଛି ଇଣ୍ଟରନେଟ୍ । ପ୍ରତ୍ୟେକ ଦିନ କିଛି ନା କିଛି ଅପ୍ରତ୍ୟଶିତ ଘଟଣା, ମଜାଦାର କାରନାମା ଓ ଅବିଶ୍ୱସନୀୟ ମାମଲା ସାମ୍ନାକୁ ଆସୁଛି । ତେବେ ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଏହି ଭିଡିଓରେ ଜଣେ ଯୁବକ ନିଜ ବେକକୁ…

ମୂଲ୍ୟବାନ ରତ୍ନପଥର ଚାଲାଣ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା: ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ । ଏମାନଙ୍କ ଭିତରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ରାଧାମୋହନ ମାହାନା ଓ ଘର ବୌଦ୍ଧ ଜିଲ୍ଲାରେ । ସେ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଅନ୍ୟ ଜଣେ ହେଲେ ମୁନିଗୁଡ଼ାର ସୁବାସ ରତ୍ନଲୁ । ଏଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ।…