Latest Odisha News

BREAKING NEWS

ସ୍ମାର୍ଟଫୋନରୁ ଟିକଟକ୍ ଡିଲିଟ କରିବାକୁ କର୍ମଚାରୀଙ୍କୁ କହିଲା ଆମାଜନ୍

ଟିକଟକ ପାଇଁ ପୁଣି ଏକ ଅଶୁଭ ଖବର । ଭାରତ ବ୍ୟାନ କରିବା ପରେ ଟିକଟକ ପାଇଁ ଲଗାତାର ଖରାପ ଖବର ହିଁ ସାମାନକୁ ଆସୁଛି । ଏହି ଚାଇନିଜ ଭିଡିଓ ସେୟାର ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ସୁରକ୍ଷା କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି । ଯେଉଁ ସବୁ…

ଆସନ୍ତୁ ଜାଣିବା, ଗୃହ ଋଣ ସଠିକ ସମୟରେ ପରିଶୋଧ କରିବାର ଉପାୟ

ଭୁବନେଶ୍ୱର: ସମସ୍ତେ ନିଜର ଏକ ଘର କିଣିବାକୁ ବା ତିଆରିକରିବାକୁ ଚାହାନ୍ତି। କିନ୍ତୁ ଅନେକ ଥର ଘର କିଣିବା ପାଇଁ ପୂର୍ଣ୍ଣ ଟଙ୍କା ମିଳେ ନାହିଁ, ଯାହାପାଇଁ ବ୍ୟାଙ୍କ୍ ରୁ ଗୃହ ଋଣ ଆଣିବାକୁ ପଡେ। ଗୃହ ଋଣର ଗୋଟିଏ ସୁବିଧା ହେଉଛି ଏହା ଟିକସ ସଞ୍ଚୟ କରିବାରେ ସାହାଯ୍ୟ କରେ। ତଥାପି, ଅନେକ…

ଓପୋ ୱାଚ୍ ଜୁଲାଇ ମାସରେ ଭାରତରେ ଲଞ୍ଚ ହେବ, ଜାଣନ୍ତୁ ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ଜୁଲାଇ ମାସରେ ଓପୋ ୱାଚ୍ ଲଞ୍ଚ କରିପାରେ। ଓପୋ ରେନୋ ୪ପ୍ରୋ ସହିତ ଏହି ଘଣ୍ଟା ପ୍ରଦାନ କରାଯିବ। ଜୁଲାଇ ତୃତୀୟ ସପ୍ତାହରେ ଭାରତରେ ଓପୋ ରେନୋ ସିରିଜ୍ ଲଞ୍ଚ କରାଯିବାର ଅଛି । ଗତ ମାର୍ଚ୍ଚରେ ଓପୋ ଫାଇଣ୍ଡ ଏକ୍ସ୨…

ସମ୍ବଲପୁରରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର : ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ ଅପହରଣକାରୀମାନେ ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ ଙ୍କୁ ଅପହରଣ କରି ନେଇଛନ୍ତି । ଆଜି ବ୍ୟବସାୟୀ ନରେଶ କାରରେ ତାଙ୍କର ଡ୍ରାଇଭର ସହ ଯାଉଥିବା ବେଳେ ଶାସନ…

ଦେଶର ଦୁଇଟି ବୃହତ ଅଟୋ କମ୍ପାନୀ ମାରୁତି ଏବଂ ହୁଣ୍ଡାଇ ୫ଟି ନୂଆ କାର ଆଣୁଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କର ଫିଚର୍ସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଏବଂ ତା’ପରେ ଦୁଇ ନମ୍ବର ଥିବା ହୁଣ୍ଡାଇ ମୋଟର୍ସ ଭାରତୀୟ କାର ବଜାରରେ ପରସ୍ପରକୁ କଡ଼ା ପ୍ରତିଯୋଗିତା ଦେଇଥାଏ। ଉଭୟ କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ଅନେକ ନୂତନ ମଡେଲ କାର ଉପସ୍ଥାପନ କରିବାକୁ ଯାଉଛନ୍ତି ।…

ବର୍ଷ ୨୦୧୫ ଓ ୨୦୧୬ ପାଇଁ ୨୨ ଜଣ ସାହିତ୍ୟିକ ପାଇବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର :୨୦୧୫ ଓ ୨୦୧୬ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୨ ଜଣ ସାହିତ୍ୟିକଙ୍କୁ ମିଳିବ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଏ ନେଇ ଆଜି ଏକାଡେମୀ ପକ୍ଷରୁ ନାମ ଘୋଷଣା କରାଯାଇଛି । ଉଭୟ ବର୍ଷ ପାଇଁ ୯ଟି ବର୍ଗରେ ୧୧ଜଣ ଲେଖାଏଁ ମୋଟ ୨୨ ଜଣଙ୍କୁ ପୁରସ୍କାର…

ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

ଭୁବନେଶ୍ୱର: କୋଭିଡ୧୯ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଶୁକ୍ରବାର ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ସୁପରିଟେଡେଣ୍ଟ ଇନଚାର୍ଜ ଡ. ବିରଜା ଶଙ୍କର ରଥଙ୍କ ନେତୃତ୍ୱ ରେ ଏକ ୪ ଜଣିଆ ଟିମ ସତ୍ୟବାଦୀ ସ୍ଥିତ ଗୋପୀନାଥ ନର୍ସିଂ ହୋମରେ ଚଢ଼ାଉ କରିବା ସହ ସିଲ୍ କରିଦେଇଛନ୍ତି। ଯାଞ୍ଚ ସମୟରେ…

ପୂର୍ବତନ ର’ ଅଧିକାରୀଙ୍କ ଚାଂଚଲ୍ୟକର ବୟାନ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଗ୍ୟାଙ୍ଗର ହାତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଶୁକ୍ରବାର ପୂର୍ବତନ ର’ ଅଧିକାରୀ ଏନକେ ସୁଦ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରିଛନ୍ତି ।  ‘ର’ ଅଧିକାରୀଙ୍କ ଏହି…

ଦୁଇ ଦିନ ପାଇଁ ବନ୍ଦ ରହିବ ପୋଲିସ ଲୋକସେବା ଭବନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଭୁବନେଶ୍ୱରର ପୋଲିସ ଲୋକସେବା ଭବନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୧ ଓ ୧୨ ତାରିଖ ଏହା ବନ୍ଦ ରହିବ । ୧୧ ତାରିଖ ଶନିବାର ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ଏହି କଟକଣା ବଳବତ୍ତର…

ରାଜ୍ୟ ପାଇଁ ଖୁସି ଖବର; ରେକର୍ଡ ସଂଖ୍ୟକ ୫୬୫ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୬୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୫୬୫ ଜଣଙ୍କ ମଧ୍ୟରୁ ୧୮୫ ଜଣ ଗଞ୍ଜାମରୁ, ରାୟଗଡାରୁ ୮୫, ବଲାଙ୍ଗିରରୁ ୪୫, ୩୨ ଜଣ କଟକ, ମାଲକାନଗିରିରୁ…