Latest Odisha News

BREAKING NEWS

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୭ ପଜିଟିଭ, ୪୫ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। https://twitter.com/bmcbbsr/status/1336324694459334663?s=19 ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୯ ଓ ସ୍ଥାନୀୟ…

ଅନୁଷ୍କାଙ୍କ ପ୍ରେଗ୍ନେନ୍ସି ଆନାଉନ୍ସମେଣ୍ଟ ଟ୍ବିଟକୁ ୨୦୨୦ରେ ସବୁଠୁ ଅଧିକ ଲାଇକ୍

ମୁମ୍ବାଇ: ବର୍ଷ ୨୦୨୦ ସରିବାକୁ ଯାଉଛି । ବର୍ଷର ଶେଷ ମାସ ଚାଲିଛି । ଆଉ ଦିନ କେଇଟା ପରେ ବିଦାୟ ନେଇଯିବ ବର୍ଷ୨୦୨୦ । ଏହା ଏପରି ଏକ ବର୍ଷ ଥିଲା ଯାହାକୁ ଆପଣମାନେ କେବେ ବି ଭୁଲି ପାରିବେ ନାହିଁ । ଏହାରି ଭିତରେ ଟ୍ବିଟର ଇଣ୍ଡିଆ ମଧ୍ୟ ପୂରା ବର୍ଷର ରେକର୍ଡ ପ୍ରସ୍ତୁତ କରିଛି । ଏହା ମଧ୍ୟରେ…

ଆସନ୍ତୁ ଜାଣିବା ମାଙ୍କଡ ଯୋଗୁ କେଉଁ ଗ୍ରାମରେ ଝିଅମାନେ ଅବିବାହିତ ରହିଯାଉଛନ୍ତି

ପାଟନା: ବିଶ୍ୱାସ ନ ହେଲେ ବି ସତ । ଭୋଜପୁରୀ ଜିଲାର ରତନପୁର ଗ୍ରାମରେ ମାଙ୍କଡ ସାଜିଛି ଭିଲିଆନ୍ । ମାଙ୍କଡ ଉପଦ୍ରବ ଯୋଗୁ ଏଠାକାର ଝିଅମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି । ବିବାହ ପ୍ରସ୍ତାବ ପଡିଲେ ମଧ୍ୟ ରତପୁରକୁ ବରଯାତ୍ରୀ ନେଇ ଆସିବାକୁ ଡରୁଛନ୍ତି ପୁଅ ଘରର ଲୋକମାନେ ।…

ଭାରତ ହାତରୁ ଖସିଗଲା ସିରିଜ୍ କ୍ଲିନ୍ ସ୍ବିପ୍: ଶେଷ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ସିଡନୀ: ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନ୍ ସ୍ବିପ୍ ଆଶା ମଉଳିଗଲା । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବାର ସ୍ବପ୍ନ ଅଧୁରା ରହିଗଲା । ଶେଷ ଟି-୨୦ରେ ବାଜି ମାରିନେଲା କଙ୍ଗାରୁ ଦଳ । ଭାରତକୁ ୧୨ ରନରେ ହରାଇ ଅଷ୍ଟ୍ରେଲିଆ ସମ୍ମାନ ରଖିଲା । ଶେଷ ଟି-୨୦ରେ ପରାଜୟ ସତ୍ତ୍ବେ ଭାରତ…

କୃଷକ ଆନ୍ଦୋଳନରେ ନୂଆ ମୋଡ; ଆଜି ସନ୍ଧ୍ୟା ୭ଟାରେ ଚାଷୀଙ୍କୁ ଭେଟିବେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ କୃଷି ନିୟମ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଘୋଷଣା କରିଥିଲେ। ଭରତ ବନ୍ଦ ଅବଧି ଶେଷ ହେବା ମାତ୍ରେ ଏହି ଆନ୍ଦୋଳନ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଅର୍ଥାତ୍‌ ଆଜି ସନ୍ଧ୍ୟା ୭ ଟାରେ କୃଷକ ନେତାଙ୍କୁ ଭେଟିବେ।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଭଉଣୀ !

କୋଡରମା: ଝାଡଖଣ୍ଡ କୋଡରମାର ଏକ ସମଲିଙ୍ଗୀ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ପ୍ରେମ ଯେତେବେଳେ ତାର ପଙ୍ଖ ଖୋଲେ ସେ କିଛି ଦେଖେନି । କେବଳ ତାର ନିଜର ଲୋକଙ୍କୁ କେବଳ ଖୋଜେ । ଏହି ଦୁଇ ଭଉଣୀ ପରିବାର ଓ ସମାଜର ଡରରେ ଦୀର୍ଘ ଦିନ ରହି ଲୁଚି କରି ଏକତ୍ର ରହୁଥିଲେ । ଏମାନଙ୍କ ବୟସ ୨୪ ଓ ୨୦…

ରେକର୍ଡ ଭାଙ୍ଗିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଟୁଇଟ୍; ରାଜନୀତିରେ କରାଯାଇଛି ସର୍ବାଧିକ ରିଟ୍ୱିଟ୍‌

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ସମୟରେ ଭଲ ସ୍ୱାସ୍ଥ୍ୟ ଆଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପ ଜାଳିବାକୁ ଅନୁରୋଧ କରିଥିବା ଏକ ଟୁଇଟ୍‌ ଏବେ ଟ୍ୱିଟରରେ ରିଟ୍ୱିଟ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଟୁଇଟ୍ ରାଜନୀତିରେ ସବୁଠାରୁ ରିଟ୍ୱିଟ୍‌ ହୋଇଥିବା ଟୁଇଟ୍ ହୋଇଛି। ମଙ୍ଗଳବାର…

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ ଦେଖ ପ୍ରିୟତମା ପଶ୍ଚିମ ଦିଗକୁ , ଅରୁଣ ଗଲାଣି ବୁଡି । ନୀଡମୁହାଁ ହୋଇ ବିହଙ୍ଗ ଦଳଏ ଫେରି ଆସୁଛନ୍ତି ଉଡି । ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ, ଗୋମାତା ଆସେ ବାହୁଡ଼ି । ଉତ୍ତରାପବନ ଥିରିଥିରି ବହେ, ଖଣ୍ଡିମେଘ ନିଏତଡି । ବଗିଚାରେ ଦେଖ ପୁଣି…

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ…

ଓଡିଶା କ୍ରମଶଃ ଇତିହାସ ଚର୍ଚ୍ଚାର ଶ୍ମଶାନଭୂମି ପାଲଟି ଯାଉଛି କି?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସଠାରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ। ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History…