ଆର୍ମସ୍ ଲାଇସେନ୍ସ ମାମଲାରେ ଆଶ୍ୱସ୍ତି ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ ସଲ୍ମାନ
ନୂଆଦିଲ୍ଲୀ: କଳା ହରିଣ ଶିକାର ମାମଲା ସହ ଜଡିତ ଆର୍ମସ୍ ଲାଇସେନ୍ସ ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଯୋଧପୁରର ଜିଲ୍ଲା ଓ ଅଧିବେଶନ କୋର୍ଟ ଗୁରୁବାର ସଲମାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଅଭିଯୋଗ…