Latest Odisha News

BREAKING NEWS

ଦରିଆପାରିରେ ରଥଯାତ୍ରା, କରୋନା କଟକଣା ଭିତରେ ସମ୍ପନ୍ନ

ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା ।…

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ । ଏହି ପ୍ଲାନରେ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯିବ । ଏହାସହ ଅନ୍ୟ ୫ ପ୍ରକାରରେ ସେବା ଯୋଗାଇବା ପାଇଁ ଯୋଜନା ରଖାଯାଇଛି । ଏଥିପାଇଁ ୯କୋଟିରୁ ଉଦ୍ଧ୍ୱର୍ ଟଙ୍କାର…

ଲକଡ଼ାଉନ୍ ସମୟରେ ପୂର୍ବତଟ ରେଳବାଇ ପକ୍ଷରୁ ରେଳପଥର ରକ୍ଷଣାବେକ୍ଷଣା କାର୍ଯ୍ୟ ସମ୍ପାଦିତ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ଅଟକି ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବା ନିମନ୍ତେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ବ୍ୟତୀତ ନିୟମିତ ଯାତ୍ରୀ ଟ୍ରେନ୍ ଗୁଡ଼ିକର ଚଳାଚଳକୁ ବନ୍ଦ ରଖାଯାଇଥିଲା । ଏହି ଲକଡ଼ାଉନ୍ ସମୟରେ ରେଳପଥ…

ସିଲ୍ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର: ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ବିଗତ ୩ ଦିନ ମଧ୍ୟରେ ଲଗାତାର ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜି ଠାରୁ ପୂରା ବିଲଡିଂକୁ ସିଲ୍ କରାଯିବା ସହ ୨୦ ତାରିଖ ପର‌୍ୟ୍ୟନ୍ତ ୬୭ ଜଣ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ୧୩ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ,…

‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା । କୋଭିଡ ରୋଗୀ ଓ କୋଭିଡ୍ ଯୋଦ୍ଧାମାନଙ୍କ ସହ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ଫିଡ୍‌ବ୍ୟାକ୍ ସଂଗ୍ରହ କରାଯିବ । ଏନେଇ ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଛସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ…

ରେଳ ଧାରଣାରୁ ମିଳିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ: କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ଦେହାନ୍ତ । ବୁଧବାର ସକାଳୁ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରୁ ଆଦିତ୍ୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଜି.ଆର.ପି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ। ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ମାହିର୍ ଥିଲେ ଆଦିତ୍ୟ । ସୋସିଆଲ୍…

ବିଶ୍ୱ ଚକୋଲେଟ୍ ଦିବସ; ଜାଣନ୍ତୁ, କେବେଠୁ ହେଉଛି ପାଳିତ

ନୂଆଦିଲ୍ଲୀ: ପ୍ରତିବର୍ଷ ଆଜିର ଦିନ ତଥା ଜୁଲାଇ ୭ ତାରିଖରେ ‘ବିଶ୍ୱ ଚକୋଲେଟ୍ ଦିବସ’ ପାଳନ କରାଯାଇ ଆସୁଅଛି । ହେଲେ ଚଳିତ ଥର କରୋନା ଭାଇରସ ଯୋଗୁଁ ଏହାର ପାଳନ ଫିକା ପଡୁଥିବା ନଜର ଆସୁଛି । ୧୫୫୦ ମସିହା ଜୁଲାଇ ମାସ ଆଜିର ଦିନରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ ପାଳନ କରାଯାଇଥିଲା ।…

ସୁନ୍ଦରଗଡରେ ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ସମସ୍ତେ ପରାଜିତ ହେଉଥିବା ଏକ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ଯୁବ ସମାଜ ସଂପ୍ରତି ଏକ ଘଡ଼ିସନ୍ଧି ପରିସ୍ଥିତି ଦେଇ ଗତି କରୁଛି । ଏହି ପରିସ୍ଥିତି ତିଆରି ପାଇଁ ଅନେକାଂଶରେ ଆମେ ସମସ୍ତେ ଦାୟୀ । ଆମ ଶିକ୍ଷା ବ୍ୟବସ୍ଥା, ସଫଳତାର ପ୍ରଚଳିତ ମାପକାଠି, ଉନ୍ନତି ତଥା ବିକାଶର ଭ୍ରମାତ୍ମକ…