Latest Odisha News

BREAKING NEWS

ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ)ର ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି । ଶ୍ରୀ ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଟେକନିକାଲ ଅଫିସର ଭାବେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବିଭିନ୍ନ ରାଷ୍ଟ୍ରରେ…

ଭୁବନେଶ୍ୱରରେ ଆଉ ୧୦ ସ୍ଥାନୀୟ ସଂକ୍ରମିତ, ମୋଟ ୧୭ ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୨ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି କରୋନା ଯୋଦ୍ଧା । ଡୁମଡୁମା ରଘୁନାଥ ବସ୍ତିରୁ ୨ ଜଣ ସ୍ଥାନୀୟ…

ଏହିସବୁ ଜିଲ୍ଲାକୁ ରହିଛି ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଜାରି ରହିଛି । ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସନ୍ଧ୍ୟା ସୁଦ୍ଧା କିଛି ଜିଲ୍ଲାଗୁଡ଼ିକରେ ବର୍ଷା ହେବାନେଇ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା…

ନୀଳଗିରି ବିଧାୟକଙ୍କୁ କରୋନା

ନୀଳଗିରି: ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାରି ଭିତରେ ପ୍ରଥମଥର ପାଇଁ କରୋନା କବଳରେ ପଡିଛନ୍ତି ଜଣେ ବିଧାୟକ । ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ…

ଜୁଲାଇରେ ବସିବନି ବିଧାନସଭାର କୌଣସି କମିଟି ବୈଠକ

ଭୁବନେଶ୍ୱର: ଜୁଲାଇ ମାସରେ ହେବନି ବିଧାନସଭାର କୌଣସି ବି ବୈଠକ । କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ କମିଟିର ବୈଠକକୁ ବାତିଲ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାସରେ ବିଭିନ୍ନ କମିଟିର ବୈଠକ ହୋଇଥିଲା । ହେଲେ ଆଗକୁ ହେବାକୁ…

ଶିଶୁ ଭବନରେ କରୋନା; ବନ୍ଦ ହେଲା ଆଉଟଡୋର

କଟକ: ଓଡ଼ିଶାର ପ୍ରାଥମିକ ଶିଶୁ ଚିକିତ୍ସାଳୟ ଶିଶୁ ଭବନରୁ ରବିବାର ଦିନ ଏକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଏହାକୁ ବନ୍ଦ କରିଦିଆଯାଇଛି। ଶିଶୁ ଭବନର ଅଧୀକ୍ଷକ ଡ. ସରୋଜ ଶତପଥୀ ଦେଇଥିବା ସୁଚନା ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଶିଶୁ ଭବନର ଆଉଟଡୋର…

୪ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଗଞ୍ଜାମ ଜିଲ୍ଲାପାଳ

ବୁଗୁଡା: କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥାଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ, ଦୁଇ ଜଣ ଶିକ୍ଷକ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ କାଲି କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ। ମୃତକ ପାଇଁ ଦୁଃଖ ପ୍ରକାଶ କରିବା…

କରୋନା ଡେଥ୍ ଲିଷ୍ଟରେ ସାମିଲ ହେଲା ଆଉ ଏକ ଜିଲ୍ଲା: ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବିଗୁଡୁଛୁ ପରିସ୍ଥିତି । ସୋମବାର ଆଉ ୨ ଜଣଙ୍କ ମୁଣ୍ଡ ନେଇଛି କରୋନା । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଯାଜପୁରରେ ପ୍ରଥମ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତିଙ୍କ ବୟସ ୬୪ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହାସହ ଆଉ ଏକ ନୂଆ…

ନିରୀହ ଜନ୍ତୁଙ୍କ ମାଂସ କାରୋବାର କରି ରୋଗ କିଣୁଛି ଚୀନ : ଭୟ ସୃଷ୍ଟି କରାଉଛି ବ୍ୟୁବୋନିକ୍ ପ୍ଲେଗ୍‌

ବେଜିଂ: ଚୀନ ଲୋକଙ୍କ ନିରୀହ ଜନ୍ତୁଙ୍କୁ ମାରି ଖାଇବା ପ୍ରବୃତି ଏବେ ମାଂସ କାରୋବାରକୁ ସେଠାରେ ବଢ଼ାଇଦେଇଛି । ଆୟ କରିବା ଲୋଗରେ ଗୋଟିଏ ପରେ ଗୋଟିଏ ରୋଗ କିଣୁଛନ୍ତି ଚୀନବାସୀ । କରୋନା ମହାମାରୀ ଯାଇ ନ ଥିବା ବେଳେ ସେଠାରେ ଏବେ ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ରୋଗ ଦେଖାଦେଇଛି । ୨୭ ଓ ୧୭…

ଆଉ ୪୫୬ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ସାଢ଼େ ୯ ହଜାର ଟପିଲା କରୋନା ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୫୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…