Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ସଞ୍ଚିତା ସାମନ୍ତଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୬-୭-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁଲାଇ ତା  ୬ ରିଖ  ସୋମବାର  ମିଥୁନ ୨୨ ଦିନ  ଶ୍ରାବଣ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-:  ମିଥୁନ   ରାଶିର   ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର…

ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ଭୁବନେଶ୍ୱର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୀର୍ଘ ଦିନରୁ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ରାଧାରାଣୀ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଶନିବାର ଦିନ ତାଙ୍କୁ ବରଗଡ଼ର ଏକ ଘରୋଇ…

ସିଲ ହେଲା ଝାରସୁଗୁଡାର ୫ ନର୍ସିଂ ହୋମ

ଝାରସୁଗୁଡା: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଝାରସୁଗୁଡାର ୫ ଟି ଘରୋଇ ନର୍ସିଂହୋମ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର ଏବଂ ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ସିଲ୍ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରୋଇ ହସ୍ପିଟାଲ ପାଇଁ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଓଡିଶାର ଏହି ୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ଏସସିବିର ୭ କର୍ମଚାରୀ

କଟକ: ରବିବାର ଦିନ କଟକ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୭ ଜଣ କର୍ମଚାରୀ ।ଏନେଇ ସରକାରୀ ସୂତ୍ରରୁ ରିପୋର୍ଟ ପ୍ରକାଶ। ଏସସିବି କର୍ମଚାରୀଙ୍କ ବ୍ୟତୀତ ହସ୍ପିଟାଲର ଆଇସୋଲେସନ ୱାର୍ଡର ୪ ରୋଗୀ ଏବଂ ଶିଶୁ ଭବନର ଜଣେ ଶିଶୁ…

କରୋନା କ୍ରିଏଟିଭିଟି : ସଞ୍ଚିତା ସାମନ୍ତଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ରାଜ୍ୟର କରୋନା ହଟସ୍ପଟ ଜୋନରୁ କଟକ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍

କଟକ: ମହାନଗର ନିଗମ ଅଞ୍ଚଳରେ କରୋନା କେସ୍ ବଢୁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି କରିଛି ସିଏମସି । ଏଣିକି ରାଜ୍ୟର କରୋନା ହଟସ୍ପଟ୍ ଜିଲ୍ଲା ଓ ଅଞ୍ଚଳରୁ କଟକ ସହର ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏନେଇ ସିଏମସି…

କଟକରେ କରୋନା ମୁକାବିଲା ପାଇଁ ୧୫ ଜଣିଆ ଏସପିଓ ଟିମ୍ ଗଠିତ

କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ନିଷ୍ପତ୍ତି ହୋଇଛି,…

କରୋନାରେ ତୃତୀୟ ପ୍ରଭାବିତ ଦେଶ ଭାରତ, ଋଷକୁ କାଟିଲା

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷିଆକୁ ପଛରେ ଛାଡ଼ି ଦେଇଛି ଭାରତ । ତୃତୀୟ ସ୍ଥାନକୁ ଉଠିଛି । ସନ୍ଧ୍ୟା ସୁଦ୍ଧା ନୂଆ ସଂକ୍ରମିତଙ୍କ ତାଲିକା ଜାରି କରିଛନ୍ତି କିଛି ରାଜ୍ୟ…