Latest Odisha News

BREAKING NEWS

କଙ୍ଗନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଜାଭେଦ ଅଖତାର

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଗୀତିକାର ଜାଭେଦ ଅଖତାର । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ମୋ ବିରୋଧରେ ତଥ୍ୟ ଓ ଭିତିହୀନ ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ, କଙ୍ଗନା କହିଥିଲେ ଜାଭେଦ ଅଖତାର ମୋତେ ଘରକୁ ଡାକି ଋତିକ ରୋଶନଙ୍କୁ କ୍ଷମା…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଜେରା କରୁଛି କ୍ରାଇମବ୍ରାଞ୍ଚ ସାଇବର ସେଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ସରକାରଙ୍କ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇଲେନି ଚାଷୀ ନେତା, ସିଂଘୁ ବୋର୍ଡରରୁ ଆସିଲା ଲଞ୍ଚ

ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଦୀର୍ଘ ସମୟ ହେବ ମାରାଥନ ବୈଠକ କରାଯାଉଛି । ବୈଠକ ବେଳେ ଲଞ୍ଚ ବ୍ରେକ୍ ହୋଇଥିଲା । ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କୁ ଭୋଜନ ଖାଇବାକୁ ଦିଆଯାଇଥିଲା । ହେଲେ ଚାଷୀନେତା ସରକାରଙ୍କ ଭୋଜନକୁ…

ଶାହରୁଖଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ , ଏବେ ୱେବ୍ ସିରିଜ୍ ସାହା

ମୁମ୍ବାଇ: ବଲିଉଡରେ ପରିଶ୍ରମ ଓ ଭାଗ୍ୟ ଏକାସହ ତାଳ ଦେଇ ଚାଲିଥାନ୍ତି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ କଳାକାରକୁ ବଡ ଫିଲ୍ମରେ ବ୍ରେକ୍ ମିଳିଥିଲେ ବି ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିନଥିଲେ । ଅନ୍ୟପକ୍ଷେ ତାଙ୍କ ବନ୍ଧୁ, ସାଙ୍ଗ କି ପରିବାର ଲୋକ ସେହି ସୋପାନରେ…

୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିପାରିବ ଘରୋଇ ବିମାନ

ନୂଆଦିଲ୍ଲୀ: ଏଣିକି ୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିବ ଘରୋଇ ବିମାନ । ଏନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମନ୍ତ୍ରୀ କହିଛନ୍ତି, ଘରୋଇ ଉଡାଣ ସଂଚାଳନ ସଂଖ୍ୟା କୋଭିଡ୍ ପୂର୍ବ ସ୍ତର ଅନୁସାରେ ୭୦ ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି…

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡିଲା ମେସିଙ୍କୁ

ବାର୍ସିଲୋନା:ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାଙ୍କୁ ମହଙ୍ଗା ପଡିଛି । ଓସାସୁନା ବିପକ୍ଷ ମ୍ୟାଚରେ ବାର୍ସିଲୋନା ୪-୦ ଗୋଲରେ ବିଜୟୀ ହାସଲ କରିଥିଲା । ମେସି ଗୋଲ ସ୍କୋର କରିବା ପରେ ଦଳୀୟ ଜର୍ସି ଉପରେ…

କ୍ୟାଟ୍ରିନାଙ୍କ ଭଉଣୀ ମୋହରେ ସଲମାନ ଖାନ୍

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ନୂଆ ଚେହେରା ନୁହଁନ୍ତି । ନିଜ ଅଭିନୟ ତଥା ଲୁକ୍ସ ଜରିଆରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଆଉ ଏବେ କ୍ୟାଟ୍ରିନାଙ୍କ ପଥକୁ ଅନୁସରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭଉଣୀ ଇସାବେଲ୍ କୈଫ । ନିକଟରେ ଇସାବେଲ୍‌ଙ୍କର ଏକ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଂଚଳରୁ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ "ଗ୍ୟାଙ୍ଗସ୍ ଅଫ୍ ୱାସେପୁର" । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ…

କବିତା: ରାସ୍ତା

ସ୍ମୃତି ରଂଜନ ତ୍ରିପାଠୀ ତୁ କହିବା ପୂର୍ବରୁ ମୁଁ ବାଛି ଦେଇଥିଲି ଯେ ଯାହାର ଭାଗ ବ୍ରହ୍ମ, ଶାଳଗ୍ରାମ। ତୋ ଭାଗରେ ଈଶ୍ୱର, ମୁଁ ତ ନିଃସ୍ୱ ର ତୁ ନିଦେଇ ଯିବା ଆଗରୁ ଆଖିରେ ଭୋକ ମାରୁଥିଲେ ତାରା ମାନେ ଉପନ୍ୟାସ ଲେଖିଲେ ଗୋଟାଏ ଭୋକର କାଂଥରେ "ଅନ୍ତରୀକ୍ଷ କୁ ରାସ୍ତା"।…