Latest Odisha News

BREAKING NEWS

ଫେସ୍‌ବୁକ୍ ଫ୍ରେଣ୍ଡ ପାଇଁ ଘରେ କଳାକନା ବୁଲାଇଲେ ବିବାହିତା ମହିଳା

ଚେନ୍ନାଇ: ଘରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ ଚେନ୍ନାଇର ଜଣେ ବ୍ୟବସାୟୀ । ହେଲେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ପୋଲିସ ନୁହେଁ ବରଂ ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା । ନଭେମ୍ବର ୨୪'ରେ ମାଣ୍ଡଭେଲୀ ଅଂଚଳର ଥମିମ୍ ଅନସାରୀ ନାମକ ଜଣେ…

ନୂଆ ପାର୍ଟି ଗଠନ କରିବେ ରଜନୀକାନ୍ତ, ଡିସେମ୍ବର ୩୧ରେ ଘୋଷଣା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ନୂତନ ରାଜନୈତିକ ପାର୍ଟି କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି । ୩୧ ଡିସେମ୍ବରରେ ଏ ନେଇ ଔପଚାରିକତା ପୂରଣ କରାଯିବ ବୋଲି ସେ କହିଛନ୍ତି । ବର୍ଷେ ତଳେ କମଳା ହାସନଙ୍କ ସହ ମିଶି ପାର୍ଟି ଗଠନ କରିବା ନେଇ ରଜନୀକାନ୍ତ ରାଜି ହୋଇଥିଲେ ।…

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ) ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ…

ପାକିସ୍ତାନରେ ରହୁଛି ଟ୍ରମ୍ପଙ୍କ ଝିଅ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ମିଥ୍ୟା ବୟାନ ପାଇଁ ବେଶ ଜଣାଶୁଣା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଡୋନାଲ୍ଡ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇ ରାଷ୍ଟ୍ରପତି ପଦବୀ ହରାଇଥିଲେ । ହେଲେ ଏବେ ଟ୍ରମ୍ପଙ୍କ ସଂପର୍କିତ ପାକିସ୍ତାନର ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍…

ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି, ''ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି । ତେଣୁ ସେହି ଆଧାରରେ ରାଜ୍ୟରେ ବି…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଡିସେମ୍ବର ୨୪ରେ, ଆଇପିଏଲରେ ୨ ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବୈଠକ ଚଳିତ ମାସ ୨୪ରେ ଆୟୋଜିତ ହେବ । ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ୨ଟି ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ ରହିବ । ଏହା ବ୍ୟତୀତ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ଓ ଜୟ ଶାହଙ୍କୁ ଆଇସିସି…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ସ୍ପେନ ଟେନିସ ଖେଳାଳି ଲୋପେଜ ୮ ବର୍ଷ ବାସନ୍ଦ

ମାଡ୍ରିଡ: ସ୍ପେନର ଷ୍ଟାର ଟେନିସ ଖେଳାଳି ଏନରିକ୍ ଲୋପେଜଙ୍କୁ ମ୍ୟାଚ ଫିକ୍ସିଂ କରିବା ଅଭିଯୋଗରେ ୮ ବର୍ଷ ବାସନ୍ଦ କରାଯାଇଛି ।୨୦୧୭ରେ ତାଙ୍କ ବିରୋଧରେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ବୁଧବାର ଏହା ପ୍ରମାଣିତ ହେବା ପରେ ତାଙ୍କୁ ଉପରୋକ୍ତ ବାସନ୍ଦ ଦଣ୍ଡାଦେଶ ଦିଆଯାଇଛି । ସେ ଆଗକୁ…

ବରଯାତ୍ରୀ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ମୃତ

ବରଗଡ : ଛତିଶଗଡ କୁଣ୍ଡାତରାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଗଡ ପଟାପାଲ୍ଲୀରୁ ଏକ ବରଯାତ୍ରୀ ଗାଡି ଛତିଶଗଡ ରାୟଗଡ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ହୋଇଛନ୍ତି । ଗୁତୁରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

ଘୋଷଣା ହେଲା ଭାରତର ଶ୍ରେଷ୍ଠ ୧୦ ପୋଲିସ ଥାନା, ସ୍ଥାନ ପାଇଲାନି ଓଡିଶା

ଭୁବନେଶ୍ୱର: ଭାରତର ସରକାରଙ୍କ ପକ୍ଷରୁ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ୧୦ ଟି ପୋଲିସ ଥାନାର ତାଲିକା ଘୋଷଣା ହୋଇଛି । ପ୍ରଥମ ସ୍ଥାନରେ ରହିଛି ମଣିପୁରର ଥୋବାଲ ଜିଲ୍ଲାର ନନପୋକ ସେକ୍ ମାଇ ଥାନା । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଥାନାଗୁଡିକ ମଧ୍ୟରେ ରହିଛି ତାମିଲନାଡୁର ସୁରମଙ୍ଗଳମ୍…