Latest Odisha News

BREAKING NEWS

ଆସନ୍ତୁ ଜାଣିବା ବଲିଉଡର ଏଭରଗ୍ରୀନ ହିରୋ ଦେବାନନ୍ଦଙ୍କ ଦୁଃଖଦ ପ୍ରେମ କାହାଣୀ ବିଷୟରେ..

ମୁମ୍ବାଇ:ବଲିଉଡର ଏଭରଗ୍ରୀନର ହୀରୋ ଦେବାନନ୍ଦଙ୍କ ଆଜି ଜନ୍ମଦିନ(୩ ଡିସେମ୍ବର)।ଅନେକ କାହାଣୀ ତାଙ୍କ ଜୀବନ ସହିତ ଜଡିତ ହୋଇ ରହିଛି । ତେବେ ସୁରିୟାଙ୍କ ପ୍ରେମକାହାଣୀ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା । ଦେବାନନ୍ଦ ଚର୍ଚ୍ଚିତ ହେବା ପୂର୍ବରୁ ସୁରିୟା ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଓ ସଫଳ…

ପଶ୍ଚିମ ଓଡିଶାର ଏହି ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଉଲକେଲା: ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି କଂଗ୍ରେସ।ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏଯାଏଁ ଘଟଣାରେ କାହାକୁ ବି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ  ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ନାଁ ରେଞ୍ଜର ପ୍ରଶାନ୍ତ ନାୟକ । ତାଙ୍କ ଟିଟିଲାଗଡ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ଟିଟିଲାଗଡ ହାଟପଦା ସ୍ଥିତ ଘରେ,…

ଆରପାରିରେ ଏମଡିଏଚ ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀ

ଦିଲ୍ଲୀ: ଆରପାରିରେ ଏମଡିଏଚ ମସଲା ବ୍ରାଣ୍ଡ 'ଏମଡିଏଚ'ର ମାଲିକ ଧର୍ମପାଲ ଗୁଲାଟୀ। ୯୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ: ତା୩-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୩ ରିଖ ଗୁରୁବାର ବିଛା ୧୮ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ,…

ମହଙ୍ଗା ପଡିଲା ପ୍ରେମ; ପ୍ରେମିକକୁ କିରୋସିନ ଢାଳି ପୋଡି ଦେଲା ପ୍ରେମିକା

ଜଗତସିଂହପୁର: ପ୍ରେମିକକୁ ପେଟ୍ରୋଲ ଢାଳି ଜାଳି ଦେଲା ପ୍ରେମିକା। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରୁ। ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଛି ଏହି ଅଘଟଣ। ଗୁରୁତର ଭାବେ ପୋଡି ହୋଇଥିବା ପ୍ରେମିକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଭୁବନ ଅଞ୍ଚଳର …

ରାସ୍ତାରେ ହେଲା ଟଙ୍କା ବର୍ଷା; ନିଜ କାମ ଛାଡି ଟଙ୍କା ଉଠାଇବାରେ ଲାଗିପଡିଲେ ଲୋକେ

ସାଣ୍ଟା କେଟ୍ରିନା: ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ସାଣ୍ଟା କେଟ୍ରିନା ଅଞ୍ଚଳରେ। ସୂଚନାନୁସାରେ, ଏଠାରେ ପ୍ରାୟ ୨୪ ରୁ ଅଧିକ ବ୍ୟାଙ୍କ ଲୁଟେରା ମିଶି…

ଆରମ୍ଭ ହେଲା ମାର୍ଗଶିର ମାସର ମାଣବସା ଗୁରୁବାର ପୂଜା

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ

ଭବାନୀପାଟଣା: କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ବୁଢ଼ୀପଦରଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର…

ଖଣି ପ୍ରଭାବିତ ବ୍ଲକ ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା; ଲୋକଙ୍କ ମତାମତ ସଂଗ୍ରହ ପାଇଁ ଡିସେମ୍ବର ୫ରୁ ଆରମ୍ଭ ହେବ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ଜାଣିବା ପାଇଁ ‘ମାଇକ୍ରୋ ପ୍ରୋଜେକ୍ଟ’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ଲୋକଙ୍କ ମତାମତ ସଂଗ୍ରହ ଲାଗି ଘର ଘର ବୁଲି ଏକ ସର୍ଭେ ଆରମ୍ଭ କରାଯିବ। ଡିଏମଏଫର…