Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ଆରାଧ୍ୟା ଦାସଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଭିସୁଟର ୪ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ଆଉ ଚାରିଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭିସୁଟର ସୂଚନା ଅନୁଯାୟୀ, ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ହେବା ପରେ ପ୍ରାୟ ୬୦ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା…

ଜୁଲାଇ ୮ ଯାଏଁ କଟକ ସଟଡାଉନ୍‌

କଟକ: ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହ । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ରାତି ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ…

ପିନ୍ଧିଲେନି ମାସ୍କ, କୋଭିଡ୍ କଟକଣାକୁ ନ’ମାନି ନିର୍ଧୂମ୍‌ ନାଚିଲେ ବର !

ବ୍ରହ୍ମପୁର:  ବାଜା ରୋଷଣିରେ ଫାଟି ପଡ଼ୁଥିଲା ରାସ୍ତା। ବର ପଟୁଆରରେ ଯାଉଥିବା ବେଳେ ଡିଜେରେ କମ୍ପୁଥିଲା ସମଗ୍ର ଅଞ୍ଚଳ। ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ। ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା। ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅ ବାହାଘରରେ…

କରୋନା ମୁକାବିଲା: ଗଂଜାମ ଗଲେ ୬ ଓଏଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ୬ ଓଏସ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ । ଦୁଇ ଆଇଏଏସଙ୍କ ସମତେ ଏହି ୬ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି…

ମଦ ବିକ୍ରିକୁ ନେଇ ସଂଘର୍ଷ; ଜଣେ ମୃତ ଓ ୬ ଆହତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଦେଶୀ ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି।ସୁ ପ୍ରକାଶ ଯେ, ଉକ୍ତ ସଂଘର୍ଷରେ ଦୁଇ ଗୋଷ୍ଠୀର ଛଅ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ପିଙ୍କୁ ଦାସ। ଆହତ ମାନଙ୍କୁ…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୧ଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସୂଚନା ମିଳିଛି। ସିଏମସିର ଟୁଇଟ୍ ଅନୁଯାୟୀ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ପାଞ୍ଚ ଏବଂ ବାକି ୬ଟି ମାମଲା…

୬ରୁ ଖୋଲିବ ଐତିହାସିକ ସ୍ମାରକ, ସଂଗ୍ରାହଳୟ ଓ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନ ସ୍ଥଳି । ଏଥିସହ ଐତିହାସିକ ସ୍ମାରକ ଓ ସଂଗ୍ରାହଳୟ ମଧ୍ୟ ଖୋଲିବ । ଏନେଇ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳି ଖୋଲିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୧ଟି…

କରୋନା ମୁକାବିଲା ଲାଗି ଗଞ୍ଜାମରେ ନିଯୁକ୍ତ ହେଲେ ସ୍ପେଶାଲ୍ ଏଡ଼ିଏମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଡିପାର୍ଟମେଣ୍ଟ ଅଫ ୱର୍କସର ଡେପୁଟୀ ସେକ୍ରେଟାରି ପାରୁଲ ପଟୱରୀଙ୍କୁ କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାବେ ପୁରୀ ଡିଆରଡ଼ିଏ ଯୋଜନା…

କଟକର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷିତ

କଟକ: କରୋନା ପଜିଟିଭ ଚିହ୍ନଟ ପରେ କଟକ ଜିଲ୍ଲାର ରାଣିହାଟ ଅଞ୍ଚଳରେ ଥିବା ମାଳିସାହିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମସି)ର ବିଜ୍ଞପ୍ତି ଅନୁଯାୟୀ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏହି କଣ୍ଟେନମେଣ୍ଟ ଜୋନ୍ ଭିତରେ ଲୋକଙ୍କ ପ୍ରବେଶ…