Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭନରେ ଏମାନଙ୍କୁ ସୁଯୋଗ

କାନବେରା: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଶେଷ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟ କରିବା କୋହଲି ବାହିନୀ । ସେପଟେ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ…

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ। ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ…

ହ୍ୱାଇଟ ହାଉସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ୱାସିଙ୍ଗଟନ: ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନେରା ଟାଣ୍ଡେନ। ନେରାଙ୍କୁ ହ୍ୱାଇଟ୍ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍। ଏହାପୂର୍ବରୁ କମଲା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ଭାବେ…

କଟକଣା ସତ୍ତ୍ୱେ ଖୋଲାଥିଲା ରାଜଧାନର ଏହି ସ୍କୁଲ; ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। ଅନଲାଇନର୍ବ ଚାଲିଛି ପାଠପଢା। ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରି ବିଦ୍ୟାଳୟ ଖୋଲିଛନ୍ତି ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ।…

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସୀମା ସିଲ୍

ଭୁବନେଶ୍ୱର: ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୮ ତାରିଖ ଯାଏ ଏହି ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମାକୁ ସିଲ୍ କରି ଯାଞ୍ଚକୁ କଡ଼ାକଡ଼ି…

ରାଜ୍ୟରେ ଶୀତ ଲହରୀ; ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର: ରାଜ୍ୟରେ ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି।ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ରେକର୍ଡ ହୋଇଛି। ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି ସୋନପୁର। ୧୦ ଡିଗ୍ରି…

ହିନ୍ଦୁ ଧର୍ମରେ ମାର୍ଗଶିର ମାସର ବୈଶିଷ୍ଟ୍ୟ…

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଲା ମାର୍ଗଶିର ମାସ । ପୁରାଣ ଅନୁଯାୟୀ, ମାର୍ଗଶିର ମାସରେ ବ୍ରତ ଆଦି କଲେ ଭଗବାନଙ୍କ କୃପା ଲାଭ ହୋଇଥାଏ ।ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ ।କାର୍ତ୍ତିକ ପରି ଏହି ମାସର ମଧ୍ୟ ରହିଛି…

ମାନସିକ ସ୍ୱାସ୍ଥ୍ୟ କ’ଣ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟ ହେଉଛି ମାନସିକ ସୁସ୍ଥତାର ସ୍ତର କିମ୍ବା ମାନସିକ ରୋଗର ଅନୁପସ୍ଥିତିକୁ ସୁଚାଇଥାଏ । ଏହା ହେଉଛି ଜଣଙ୍କର ଅବସ୍ଥା ଯିଏ “ଭାବପ୍ରବଣ ଏବଂ ଆଚରଣଗତ ସମନ୍ୱୟର ସନ୍ତୋଷଜନକ ସ୍ତରରେ କାର୍ଯ୍ୟ କରିବାକୁ ସୁଚାଇଥାଏ” । ସକରାତ୍ମକ ମନୋବିଜ୍ଞାନ ଦୃଷ୍ଟିକୋଣରୁ,…