କରୋନା ଆତଙ୍କ: ଲୋକସେବା ଭବନ ସହ ୩ ସରକାରୀ ଅଫିସକୁ ପ୍ରବେଶ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗ ସ୍ତରକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁବାର ଦିନ ଲୋକ ସେବା ଭବନ ସମେତ ଚାରିଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରବେଶ ଉପରେ…