Latest Odisha News

BREAKING NEWS

ଥାଇଲାଣ୍ଡ୍‌ରେ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ କଙ୍କାଳ ଠାବ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌‌ର ଅନୁସନ୍ଧାନକାରୀମାନେ ପ୍ରାୟ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ର କଙ୍କାଳ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ସଂପୂର୍ଣ୍ଣ ସୁରକ୍ଷିତ। ଏହି କଙ୍କାଳଟି ବ୍ୟାଙ୍କକ୍ ର ପଶ୍ଚିମ ସାମୁଟ୍ ସାଖୋନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସନ୍ଧାନକାରୀମାନେ ଖନନ ପରେ ପ୍ରାୟ ୮୦…

ଶିବସେନାରେ ମିଶିବେ ରଙ୍ଗୀଲା ଗାର୍ଲ

ମୁମ୍ବାଇ: ଫିଲ୍ମ ଅଭିନେତ୍ରୀ ତଥା ରଙ୍ଗୀଲା ଗାର୍ଲ ଭାବେ ପରିଚିତ ଉର୍ମିଳା ମାତୋଣ୍ଡୋକର ସୋମବାର ରାଜନୀତି ପାର୍ଟି ଶିବସେନାରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଗତ ବର୍ଷ ସେ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହାର ଫାଇଦା କିଛି ହୋଇ ନ ଥିଲା । ସେ ଶୋଚନୀୟ ଭାବେ…

ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ: ରବି ପଣ୍ଡା

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ରବି ପଣ୍ଡା ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ…

ଦୁନିଆର ସବୁଠୁ ଦାମୀ ବ୍ୟାଗ ଲଞ୍ଚ; ମୂଲ୍ୟ ୫୩ କୋଟି

ନୂଆଦିଲ୍ଲୀ: ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ୍ କରିଛି। କମ୍ପାନୀ ଏହି ବ୍ୟାଗକୁ ନିକଟରେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହେଉଛି ୫୩ କୋଟି ଟଙ୍କା। ସମୁଦ୍ରକୁ ବଞ୍ଚାଇବା ପାଇଁ ସଚେତନତା ଅଭିଯାନ ଅଧୀନରେ ଏହି ବ୍ୟାଗ ତିଆରି କରାଯାଇଛି।…

କରୋନାକୁ ନେଇ କିମ୍‌ ସରକାରଙ୍କ ଅଜବ ଆଦେଶ; ନିୟମ ଉଲ୍ଲଂଘନ କଲେ ଗୁଳି ଚଳାଅ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ସମୁଦ୍ରରେ ମାଛ ଧରିବା ଏବଂ ନିମୟ ଉଲ୍ଲଂଘନ କଲେ ଗୁଳି ଚଳାଇବାକୁ କିମ ଜୋଙ୍ଗ…

ପତ୍ନୀ ଜସ୍ମିନ୍‌ଙ୍କଠାରୁ ଅଲଗା ହୋଇଯିବେ ରାପର୍‌ ବାଦ୍‌ଶାହ!

ନୂଆଦିଲ୍ଲୀ: ପ୍ଲେବ୍ୟାକ୍ ସିଙ୍ଗର୍‌ ଏବଂ ରାପର୍ ବାଦଶାହଙ୍କ ବ୍ୟକ୍ତିଗତ ସେତେଟା ଭଲ ଚାଲି ନଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ସେ କିଛି ସମୟ ଧରି ତାଙ୍କ ପତ୍ନୀ ଜସ୍ମିନଙ୍କଠାରୁ ଦୂରେଇ ରହୁଛନ୍ତି। ଯାହା ଅନୁମାନ କରାଯାଉଛି ଯେ ଦୁହେଁ ବୋଧ୍‌ ହୁଏ ଅଲଗା ହୋଇଯାଇଛନ୍ତି। ତେବେ ଏହି…

ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ବାବର ବିବାହ କରିବେ ବୋଲି କହି ୧୦ ବର୍ଷ ହେବ ମୋ ସହିତ ଛଳନା କରୁଛନ୍ତି ବୋଲି ହାମିଜା ନାମକ ମହିଳା ଜଣଙ୍କ କହିଛନ୍ତି । ୨୦୧୧ରେ କୋର୍ଟ ମ୍ୟାରେଜ ପାଇଁ ଘରୁ ତାଙ୍କ ସହିତ ପଳାଇ…

ସିନ୍ଧୁ ସୀମାରେ କୃଷକଙ୍କ ପ୍ରଦର୍ଶନର ପ୍ରଭାବ, ଖସିଲା ପିଆଜ ବଢିଲା ଆଳୁ ଦର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଲଗାତାର ଆନ୍ଦୋଳନ ବର୍ତ୍ତମାନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ବାସ୍ତବରେ, ଦିଲ୍ଲୀକୁ ପଞ୍ଜାବ ଏବଂ ହରିୟାଣା ସହିତ ସଂଯୋଗ କରୁଥିବା ଦିଲ୍ଲୀ ସୀମାରେ କୃଷକମାନଙ୍କର ଏକ ଦୃଢ ପ୍ରଦର୍ଶନ ଜାରି ରହିଛି। ଟିକରୀ ସୀମା ମଧ୍ୟ ଦିଲ୍ଲୀକୁ ପଞ୍ଜାବ ଏବଂ…

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ । ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି…

ବିଶ୍ୱ‌ କରୋନା; ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଗତି ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱ‌ର ୨୧୮ ଟି ଦେଶରେ ୫.୭୦ ଲକ୍ଷ ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି। ଏଥି ସହିତ ୯,୧୯୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର…