Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ସୋନୁ; ୧୨ ବର୍ଷର ଯନ୍ତ୍ରଣାକୁ ମାତ୍ର ୧୧ ଘଣ୍ଟାରେ ହ୍ରାସ‌ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁଙ୍କ ଅନ୍ୟକୁ ସାହାଯ୍ୟ କରିବା କଥା ନୂଆ ନୁହେଁ। କରୋନା କାଳରେ ଅଭିନେତା ଏପରି କାର୍ଯ୍ୟ କରିଛନ୍ତି ଯେ ସେ ସମସ୍ତଙ୍କ ଦୃଷ୍ଟିରେ ସେ ମହାନ ହୋଇପାରିଛନ୍ତି। ଅଭିନେତା ନିଜ କାମ ବଳରେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ସୋନୁ ସୁଦ ଅନ୍ୟ ଜଣେ…

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା…

କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; ଅତିରିକ୍ତ ଏସ୍‌ପିଙ୍କ ପରିବାରର ୪ ସଦସ୍ୟ ଆହତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପିତାମ୍ବପୁର ନିକଟରେ ଏକ କାର୍‌ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୪ ଜଣ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନାନୁସାରେ, ଶନିବାର ଦିନ…

ସିଡନୀ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ସିଡନୀ: ଭରାତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ସିଡନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ । ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ବିଜୟ ସହ ସିରିଜକୁ ଫେରିବା ପାଇଁ ଲକ୍ଷ୍ୟ ନେଇ ପଡ଼ିଆକୁ…

ଛତିଶଗଡ଼ରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୧୦ ଗୁରୁତର

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଆଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି ଆହତ ହୋଇଛନ୍ତି ଆଉ ୧୦ ଯବାନ । ସହିଦ ଯବାନ ହେଉଛନ୍ତି ନୀତିନ ଭାଲେରାଓ । ସେ…

ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ; ଭାଇ, ପୁତୁରାକୁ ହତ୍ୟା କଲା ଭାଇ

ଉଦଳା: ସମ୍ପତ୍ତି ଆଗରେ ଫିକା ପଡିଛି ସଂପର୍କ। ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଛି ଡବଲ ମର୍ଡର । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ।…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ

ଭୁବନେଶ୍ୱର: ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି…

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ: ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା…

ଛତିଶଗଡ଼ରୁ ଉଦ୍ଧାର ହେଲା ବଲାଙ୍ଗୀରରୁ ଅପହୃତ ନାବାଳିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ନାବାଳିକାକୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ, ତୁରେକେଲା ଅଞ୍ଚଳର ଜୟକ୍ରୀଷ୍ଣା ଲୁହା ଏହି ଝିଅକୁ…

ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ ନ୍ୟାୟପାଳିକାକୁ ଶ୍ରେୟ ଦିଆଯିବା ଉଚିତ୍ : ଜଷ୍ଟିସ୍ ନାଇଡୁ

ଭୁବନେଶ୍ୱର: ଭାରତର ପଡୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇ ନ ପାରିବା ସ୍ଥଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି । ଏଥି ନିମନ୍ତେ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଏ.ଏସ୍‌. ନାଇଡୁ କହିଛନ୍ତି ।…