Latest Odisha News

BREAKING NEWS

ଏଥର ଚୀନର ଲୋଲୁପ ନଜର ଭୁଟାନ ଉପରେ

ଥିମ୍ପୁ: ଭୁଟାନ ଉପରେ ଏବେ ଚୀନର ଲୋଲୁପ ନଜର ପଡିଛି । ଗ୍ଲୋବାଲ ଏନଭରମେଂଟ ଫାସିଲିଟି ବୈଠକରେ ଭୁଟାର ସାକତେଙ୍ଗ ୱାଇଲ୍ଡଲାଇଫ ଅଭୟରାଣ୍ୟକୁ ଚୀନ ବିବାଦୀୟ ଜାଗା ବୋଲି କହିଛି । ଏହି ପ୍ରୋଜେକ୍ଟରେ ଅର୍ଥ ସହାୟତା ନ କରିବା ପାଇଁ ମଧ୍ୟ ଚୀନ ଚାପ ପକାଇଛି । ଅରୁଣାଚଳ ପ୍ରଦେଶ ସୀମା ନିକଟରେ ୬୫୦…

କରୋନା କ୍ରିଏଟିଭିଟି : ଉତ୍ପଳାକ୍ଷ ଜେନାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଭାଙ୍ଗିଲା ରେକର୍ଡ । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି ।…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

କରୋନା କ୍ରିଏଟିଭିଟି : ପ୍ରୀତିପର୍ଣ୍ଣା ମହାନ୍ତିଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଠଗଡ ଏନ୍‌ଏସି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆଠଗଡ: ଆଠଗଡ ଡିଏସ୍‌ପିଙ୍କ ସମେତ ୨ ଜଣ କରୋନା ଚିହ୍ନଟ ହେବା ପରେ ଆଠଗଡ ଏନ୍‌ଏସିକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଉପଜିଲ୍ଲପାଳ ଏହି ଘୋଷଣା କରିଛନ୍ତି । ଆଠଗଡ ଅଂଚଳର ୧୮ଟି ୱାର୍ଡକୁ ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଅଞ୍ଚଳକୁ…

ପ୍ରବଳ ବର୍ଷା ସମ୍ଭାବନା: ଆଗାମୀ ୫ ଦିନ ଲାଗି ଏହି ସବୁ ଜିଲ୍ଲାକୁ ରହିଛି ୟେଲ୍ଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଆଗାମୀ ୫ ଦିନ ଲାଗି ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା…

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା…

ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଆସନ୍ତା ୫ ମାସ ଯାଏଁ ବଢ଼ିଲା ଗରିବଙ୍କୁ ରାସନ ଦେବା ଯୋଜନା । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ…

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ…