Latest Odisha News

BREAKING NEWS

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗଇଙ୍କର ପରଲୋକ । ଆଜି ଅପରାହ୍ନରେ ଗୌହାଟୀ ମେଡିକାଲ ସାଇନ୍ସ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତୁୟ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଗତ ତିନି ମାସ ତଳେ ସେ କରୋନାରେ…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ଗିରଫ ହେଲେ ଲାଞ୍ଚୁଆ ଡାକ୍ତର

ମାଲକାନଗିରି: ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ମାଲକାନଗିରି ଜିଲ୍ଲା ପଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ଼. ପାଣୁ ଚରଣ ମଣ୍ଡଳଙ୍କୁ ସୋମବାର ଭିଜିଲାନ୍ସ ଟିମ୍ ଗିରଫ କରିଛି। ସୂଚନାନୁସାରେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ଏକ ଗାଡିର ବିଲ…

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଛି ପର୍ଯ୍ୟଟକଙ୍କ ସଂଖ୍ୟା। କରୋନା ପାଇଁ ହୋଇଥିବା ଲକଡାଉନ୍ ପରେ ଅକ୍ଟୋବର ୪ ରେ ଏହା ଖୋଲିବା ପର ଠାରୁ ପାଖାପାଖି ୩୦୦୦ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିବା ରେକର୍ଡ କରାଯାଇଛି। ତେବେ ରବିବାର ଦିନ…

କରୋନା ଟୀକାକୁ ନେଇ ମୋଦୀଙ୍କୁ ରାହୁଲଙ୍କ ୪ଟି ପ୍ରଶ୍ନ; ତେବେ କଣ ଏହି ପ୍ରଶ୍ନ?

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି। ରାଜସ୍ଥାନ, ଗୁଜୁରାଟ ଏବଂ ଦିଲ୍ଲୀରେ କରୋନାର ସ୍ଥିିତି ଅତ୍ୟନ୍ତ ଖରାପ ଆଡକୁ ଗତି କରୁଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ନୂତନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ରାଜସ୍ଥାନ ଏବଂ ଗୁଜୁରାଟ,…

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଟ୍ୱିଟର୍‌ରେ ୧୦ ଲକ୍ଷ ଅନୁସରଣକାରୀ ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦୁନିଆର ପ୍ରଥମ ବ୍ୟାଙ୍କ ହୋଇପାରିଛି ଯାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅନୁସରଣକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ସୂଚନାଯୋଗ୍ୟ ଯେ ମାଇକ୍ରୋବ୍ଲଗିଂ ସାଇଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦ ଲକ୍ଷ…

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ…

ମାସ୍କ ନପିନ୍ଧିଲେ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ…