Latest Odisha News

BREAKING NEWS

ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ SCBରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ । ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ…

ଆଜି ମକା ଦିବସ

ପ୍ରତି ବର୍ଷ ନଭେମ୍ବର‌ ୨୪ରେ ପାଳନ କରାଯାଏ ‘ମକା ଦିବସ’। ସାରା ବିଶ୍ବର ଲୋକେ ମକା ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଏହାଛଡ଼ା ଅଧିକାଂଶ ଗୃହପାଳିତ ତୃଣଭୋଜୀ ପ୍ରାଣୀ ମଧ୍ୟ ଏହା ଖାଆନ୍ତି। ଏହା ଏକ ପୁଷ୍ଟିକର ଖାଦ୍ୟ। ଶୀତଦିନେ ପ୍ରବଳ ଥଣ୍ତା ପଡ଼ୁଥିବା ଅଞ୍ଚଳରେ ଏହା ହେଉଛି ଏକ ପ୍ରମୁଖ…

ଉତ୍ତର ଭାରତରେ ଖସୁଛି ପାରଦ; ଦିଲ୍ଲୀରେ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପାରଦ ଖସିଛି। ଏହାଫଳରେ ଥଣ୍ଡା ମଧ୍ୟ ବଢିଛି। ଦିଲ୍ଲୀରେ ଗତ ୧୭ ବର୍ଷର ରେକର୍ଡ଼ କାଟିଛି ସର୍ବନିମ୍ନ ତାପମାତ୍ରା। ନଭେମ୍ବରରେ ନୂଆଦିଲ୍ଲୀର ତାପମାତ୍ରା ୬.୩ ଡିଗ୍ରି ସେଲ୍‌ସିୟସକୁ ଖସି ଆସିଛି। ଯାହା କି ଗତ ୧୭ ବର୍ଷ…

ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା। ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ…

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛି

ନୂଆଦିଲ୍ଲୀ:ଭାରତରେ ଏବେ କରୋନା ସକ୍ରିୟ ମାମଲା (୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ । ଆଜି ପର୍ଯ୍ୟନ୍ତ ସୁସ୍ଥତା ହାର ୯୩ % (୯୩.୬୮%) ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୨୪ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୫,୬୨,୬୪୧ ରହିଛି…

ପାହାଡ଼ ମୂଲକରେ କଳାଧାନ ଚାଷ କରି ସୁନା ଫଳାଇଲେ ଇଂଜିନିୟର ଛାତ୍ର; ଯୁବପୀଢ଼ିଙ୍କୁ ପ୍ରୋତ୍ସାହନ

ନୀଳଗିରି: ଇଚ୍ଛାଥିଲା ଡିପ୍ଲୋମା ପାସ କରି ଇଞ୍ଜିନିୟର ହେବା।ହେଲେ ପିଲାଦିନେ ଚାଷପ୍ରତି ଦୁର୍ବଳତା ଥିଲା।ନିଜସ୍ୱ ଜମିରେ ଫାର୍ମ ହାଉସ କରିବାର ସ୍ୱପ୍ନ ରହିଥିଲା।ଆଜି ସ୍ୱପ୍ନ ପୂରଣ ନହେଲେବି ଚାଷ କରି ସଫଳ ହୋଇଛନ୍ତି ଇଞ୍ଜିନିୟର ଯୁବକ। ଅର୍ଗାନିକ ଉପାୟରେ ପାହାଡ଼ ମୂଳରେ ରୋଗୀଙ୍କ ପାଇଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା୨୪-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୪ ରିଖ ମଙ୍ଗଳବାର ବିଛା ୯ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ସକାଳ ୮-୫୫ମିନିଟ୍ ପର୍ଯ୍ୟନ୍ତ ତାପରେ ମୀନ ଚନ୍ଦ୍ର ଭୋଗ ହେବ ଘାତ ବାର-:…

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ…

ରିଲାଏନ୍ସ ରିଟେଲ୍‌ର ‘ଭୋକାଲ୍‍ ଫର ଲୋକାଲ’ ଅଭିଯାନ; ୪୦,୦୦୦ରୁ ଊର୍ଦ୍ଧ୍ୱ କାରିଗରି ଉତ୍ପାଦ ସାମିଲ୍‌

ମୁମ୍ବାଇ: ରିଲାଏନ୍ସ ରିଟେଲ ଚଳିତ ପାର୍ବଣ ଋତୁରେ ତାହାର ଗ୍ରାହକଙ୍କ ପାଇଁ ୫୦ରୁ ଊର୍ଦ୍ଧ୍ୱ ଜିଆଇ ପ୍ରମାଣିତ କାରିଗରି କ୍ଲଷ୍ଟରରୁ ୪୦,୦୦୦ରୁ ଅଧିକ କାରିଗର ବା ହସ୍ତଶିଳ୍ପୀଙ୍କ ହସ୍ତ ନିର୍ମିତ ଉତ୍ପାଦ ପ୍ରଦର୍ଶିତ କରିଛି। ଏହାର ତିନିବର୍ଷର ଅଗ୍ରଣୀ ପ୍ରୟାସ ‘ଇଣ୍ଡି ବାଏ ଆଜିଓ’ ଏବଂ…

ଓଡ଼ିଶାରୁ ୯୧୩ କରୋନା ରୋଗୀ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1330894443168186373?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…