Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିଆଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅର୍ଥାତ୍‌ ନାତି ସତୀଶ ଧୁପେଲିଆଙ୍କର କରୋନା ଜନିତ ସମସ୍ୟା ହେତୁ ମୃତ୍ୟୁ ଘଟିଛି। ତାଙ୍କର ୬୬ ତମ ଜନ୍ମଦିନର ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା। ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା…

ଆଣ୍ଟୋନି ବ୍ଲିଙ୍କେନ୍ ହୋଇପାରନ୍ତି ଆମେରିକାର ଆଗାମୀ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନ୍‌ଙ୍କ କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଜୋ ବାଇଡେନ୍‌ ତାଙ୍କ କ୍ୟାବିନେଟ ଗଠନ ଆରମ୍ଭ କରିଥିଲେ। ଜୋ ବାଇଡେନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆଣ୍ଟୋନି…

ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ମାଗିଲେ କୋର୍ଟ

କଟକ: ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ…

ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରଠାରେ ଶେଷ ହୋଇଛି । ସାନପୁଅ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ…

କେରଳ ସରକାରଙ୍କ ୟୁ ଟର୍ଣ୍ଣ; କହିଲେ ସୋସିଆଲ୍‌ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ

ନୂଆଦିଲ୍ଲୀ: କେରଳ ପୋଲିସ ଅଧିନିୟମ ସଂଶୋଧନ ଅର୍ଡିନାନ୍ସକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜୟନ ସରକାର ୟୁ ଟର୍ନ ନେଇଛନ୍ତି। ସୋସିଆଲ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସିଏମ ପିନାରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ କେରଳ ପୋଲିସ ଅଧିନିୟମ ସଂଶୋଧନ…

ଆସନ୍ତା ମାସରେ ଭାରତରେ ଲଞ୍ଚ୍‌ ହେବ କେଟିଏମ୍‌ ୨୫୦; ଜାଣନ୍ତୁ କଣ ରହିଛି ଏହାର ଅତ୍ୟାଧୁନିକ ଫିଚର୍‌

ନୂଆଦିଲ୍ଲୀ: ରେସିଂ ଏବଂ ସ୍ପୋର୍ଟସ୍ ବାଇକ୍‌ର ଜଣାଶୁଣା କମ୍ପାନୀ କେଟିଏମ୍‌ ଏହାର ନୂତନ ବାଇକ୍ କେଟିଏମ୍‌ ୨୫୦ ଆଡଭେଞ୍ଚର ଭାରତରେ ଲଞ୍ଚ କରିଛି। କେଟିଏମ୍‌ ୩୯୦ ଆଡଭେଞ୍ଚର ପ୍ଲାଟଫର୍ମରେ ଏହି ବାଇକ୍ ପ୍ରସ୍ତୁତ କରାଯାଇଛି। ଏହି ବାଇକ୍ ର ପୂର୍ବ ଶୋ’ରୁମ୍ ମୂଲ୍ୟ ହେଉଛି ୨.୪୮ ଲକ୍ଷ ଟଙ୍କା।…

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ…

ବର୍ଦ୍ଧିତ କରୋନା ମାମଲାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ; କରୋନା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ବିପର୍ଯ୍ୟୟ ଜାରି ରହିଛି। ଦିଲ୍ଲୀ, ଆସାମ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଉପରମୁହାଁ ହେଉଛି। ଦିଲ୍ଲୀରେ କରୋନା ରୋଗୀଙ୍କ ବୃଦ୍ଧି ମାମଲା ଉପରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିୟ । ଯବାନଙ୍କ ଗୁଳିଲେ ଗଡ଼ିଲା ତିନି ଜଣ ନକ୍ସଲଙ୍କ ମୁଣ୍ଡ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ପୁରୁଷ ମାଓବାଦୀ ଓ ଜଣେ…

ରାସ୍ତାକଡ଼ ଘର ଭିତରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍‌, ଦୁଇ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରେ ପଶିଗଲା ପିକଅପ୍ ଭ୍ୟାନ୍ । ନିଆଁ ପୁଇଁ ହେଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା । ଏଥିରେ ଦୁଇ ଜଣଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ।…