Latest Odisha News

BREAKING NEWS

ବୈଜ୍ଞାନିକ ମାନ‌େ ଖ‌ୋଜି ବାହାର କଲ‌େ ‘ମିନି ଚନ୍ଦ୍ର’; ଜାଣନ୍ତୁ ଏହା ସମ୍ପର୍କରେ

ନୂଆଦିଲ୍ଲୀ: ବୈଜ୍ଞାନିକ ମାନେ ଏକ 'ମିନି ଚନ୍ଦ୍ର'ର ସନ୍ଧାନ କରିଛନ୍ତି। ସୂଚନା ଅନୁଯାୟୀ ଏହି ମିନି ଚନ୍ଦ୍ର କିଛି ସପ୍ତାହ ଯାଏଁ ପୃଥିବୀ ଚାରିପାଖରେ ବୁଲିବ। ଯାହା ପରେ ସେ ନିଜସ୍ବ ସ୍ଥାନକୁ ଫେରିଯିବ ‌ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଏହା ସେପ୍ଟେମ୍ବରରେ ବୈଜ୍ଞାନିକ ମାନଙ୍କ…

ବିଜ୍ଞାନ ଖେଳ : ଶୂନ୍ୟରେ ଭାସିବ ମଟର ମଞ୍ଜି

ଏହି ଖେଳଣା ତିଆରି କରିବା ପାଇଁ ଆମକୁ ଦରକାର ଗୋଟିଏ ସୋଡାଷ୍ଟ୍ର, କଇଁଚି ଏବଂ ମଟର ମଞ୍ଜି । - ସୋଡାଷ୍ଟ୍ରକୁ ୯୦ ଡିଗ୍ରୀ ମୋଡି ଦିଅ - ଛୋଟ ପଟର ଅଗକୁ କଇଁଚରେ ୪ ଜାଗା କାଟି ଦିଅ । କଟା ଅଂଶକୁ ଆଙ୍ଗୁଠିରେ ଟିକିଏ ଚାପିଦିଅ, ଯେମିତି ଏହି ଫନେଲ୍ ଆକାର ଭିତରେ ମଟର ମଞ୍ଜିକୁ…

ସଙ୍ଗୀତ ପାଇଁ ସଙ୍ଗୀତକାରର ବନ୍ଧୁ ପାଲଟିଗଲେ ମାଙ୍କଡ ପଲ

ଲଣ୍ଡନ: ବ୍ରିଟେନର ସଙ୍ଗୀତକାର ପଲ ବର୍ଟନ ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହାର କାରଣ ହେଲା ତାଙ୍କ ସଙ୍ଗୀତ ଶୁଣିବା ପାଇଁ ମାଙ୍କଡପଲ ମଧ୍ୟ ବନ୍ଧୁତା କରିବାକୁ ପଛାଇ ନ ଥିଲେ । ଘଟଣାଟି ଏହିପରି..ଥାଇଲାଣ୍ଡର ଅନେକ ଐତିହାସିକ କୀର୍ତିରାଜ ଉପରେ ମାଙ୍କଡ କବଜା ରହିଛି ।…

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍…

ସାଇକ୍ଲୋନ୍ ନିଭାର୍: ଭୁବନେଶ୍ୱରରୁ ବାତିଲ ହ‌େବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସାଇକ୍ଲୋନ ’ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ପକ୍ଷରୁ କିଛି ଟ୍ରେନକୁ ଭୁବନେଶ୍ବରରୁ ସ୍ୱଳ୍ପ ଅବଧି ଲାଗି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନା ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଲେ ସାଧୁ

ବାଗପତ: ଉତରପ୍ରଦେଶ ବାଗପତରେ ଜଣେ ସାଧୁ କରୋନା ମହାମାରୀ ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଛନ୍ତି । ଯେ ପର୍ଯ୍ୟନ୍ତ କରୋନା ଯିବ ନାହିଁ ସେ ପର୍ଯ୍ୟନ୍ତ ସେ ଅନ୍ନ ଗ୍ରହଣ କରିବେ ନାହିଁ କିମ୍ବା ତପସ୍ୟାରୁ ଉଠିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି । ମାଆ କାଳୀଙ୍କ ମନ୍ଦିରର ମହନ୍ତ ଶେର…

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି

ଭୁବନେଶ୍ୱର: ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସବିତା ଆଚାର୍ଯ୍ୟ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ପ୍ରଫେସର ଅପରାଜିତା ଚୌଧୁରୀ । ପ୍ରଫେସର ଦୀନବନ୍ଧୁ…

ଆସନ୍ତୁ ଜାଣିବା କିଏ ସେ ସାଜିଛନ୍ତି ଭାରତର ନ୍ୟାଶନାଲ କ୍ରଶ

ମୁମ୍ବାଇ: ସର୍ଚ୍ଚ ଇଞ୍ଜିନ ଗୁଗଲରେ ଏବେ ଟ୍ରେଣ୍ଡ କରୁଛି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନାମ । ଏପରିକି ଗୁଗୁଲରେ ୨୦୨୦ରେ ଭାରତର ନ୍ୟାଶନାଲ କ୍ରଶ ଖୋଜିଲେ ରଶ୍ମିକାଙ୍କ ନାମ ଆସୁଛି । ସୋସିଆଲ ମିଡିଆରେ ସେ ସର୍ବଦା ସକ୍ରିୟ ରହିଥାନ୍ତି । ରଶ୍ମିକା କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ…

ସାରୁଅ ଜମି ଦୁର୍ନୀତି: ଓଆଇପିଏଲରୁ ଇସ୍ତଫା ଦେଲେ ନିହାର ଭୁୟାଁ

ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା। ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ…

ବସରୁ ଜବତ ହେଲା ଶହଶହ ପକ୍ଷୀ, ୨ ଅଟକ

କଟକ: ଘରୋଇ ବସରେ ଶତାଧିକ ପକ୍ଷୀ ଓ ଠେକୁଆ ଚୋରା ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବାଦାମବାଡି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ପିପୁଲ ଫର ଆନିମଲ ସଂସ୍ଥା ପକ୍ଷରୁ ଏହି ପକ୍ଷୀ ଓ ଠେକୁଆଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାର…