Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ଓଡିଶାରେ ୨୮୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କରୋନା ନେଲା ବିଧାୟକଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ 'ଟିଏମସି' ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ମୃତ୍ୟୁ ହୋଇଛି । ୬୦ ବର୍ଷୀୟ ଏହି ବିଧାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଗତ ମେ ମାସରେ ତୋମନାଶ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏକ କୋଭିଡ଼ି ଡାକ୍ତରଖାନାରେ ଭର୍ତ୍ତି…

ଆପଣଙ୍କୁ ଧନବାନ କରାଇବ ଗରୁଡ଼ ପୁରାଣର ଏହି ସରଳ ନିୟମ !  

ଭୁବନେଶ୍ୱର: ଧନବାନ ହେବାକୁ କିଏ ବା ନଚାହେଁ । ଯାହା ପାଖରେ ଯେତେ ଧନ ଥିଲେ ବି ଆଉ କିଛି ପାଇବା ଆଶାରେ ସଭିଏଁ ଥା'ନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଗରୁଡ ପୁରାଣରେ ବର୍ଣ୍ଣିତ ଧନପ୍ରାପ୍ତିର ଏକ ଉପାୟ । ଆମ ଜାଣିବା ଅନୁସାରେ, ଗରୁଡ଼ ପୁରାଣରେ କେବଳ ଭୟଙ୍କର କିମ୍ବା ନର୍କ ବିଷୟରେ…

୧୪ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

ବଢି ଚାଲିଥିବା ପେଟ୍ରୋଲ ଦରରେ ଲାଗିଲା ବ୍ରେକ; ଆଜି ବଢ଼ିଲା ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ତୈଳ ଦରରେ ଆଜି ଲାଗିଛି ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଛି ଡ଼ିଜେଲ ଦର । ଆଜି ଡିଜେଲ ପାୟ ୪୮ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଡିଜେଲ ଡର ୭୯ ଟଙ୍କା ୮୮ ପଇସା ହୋଇଛି । ଲଗାତାର ୧୭ ଦିନ ହେବ…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୫ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୪,୫୬,୧୮୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ମିଜୋରାମରେ ୪.୧ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପାଇ ଠାରେ ବୁଧବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ମପା ଯାଇଥିଲା । ଆଜି ସକାଳ ୮ଟା ୦୨ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ…

ଗଂଜାମ ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ ମନା

ଗଂଜାମ : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସରକାରୀ ଅଫିସ ଯିବା ନେଇ କଟକଣା ଜାରି ହୋଇଛି । ଆସନ୍ତା ୧୦ ଦିନ ଯାଏଁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କିଛି ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମିତ ହୋଇଥିବାରୁ…

ଦୁର୍ଘଟଣାଗସ୍ତ ହେଲା ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍: ଜଣେ ମୃତ, ୨୦ ଆହତ

ସୋର: ପୁଣି ଦୁର୍ଘଟଣାର ଶିକାର ହୋଇଛି ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ୍ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାଅନୁସାରେ, ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ଅଭିମୁଖେ ଯାଉଥିବା ଏହି ବସ୍ ଟି ବାଲେଶ୍ଵର ଜିଲ୍ଲା ସୋର ନିକଟତର…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା ହେଲା ଦାରିଙ୍ଗବାଡି

ବାଲିଗୁଡା: ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା ହେଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ…