ଅନୁଗୁଳରେ ଚିହ୍ନଟ ୬ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ଦିନ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୪୭ ଛୁଇଁଛି ।
ଏହା ଭିତରୁ ୪ ଜଣ ଆଠମଲ୍ଲିକ ଅଞ୍ଚଳର ଏବଂ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ତନ୍ମଧ୍ୟରେ ଦୁଇଜଣ ପଶ୍ଚିମବଙ୍ଗ ଓ ୨ ଜଣ ସ୍ଥାନୀୟ ଲୋକ ରହିଥିବା…