Latest Odisha News

BREAKING NEWS

ବନ୍ଦ ହେବନି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲରେ ବନ୍ଦ ହେବନି । କରୋନାର ଦ୍ୱିତୀୟ ଲହରି ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତି ବଦଳାଇଛି । ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ 55 ଆଇସିୟୁ ବେଡ୍ ସହ ରୋଗୀ ଚିକିତ୍ସା…

ଚୀନର ଧମକ, ହଂକଂ ପଟେ ବାହାରିଲେ ଆଖି ତାଡିଦେବୁ !

ବେଜିଂ: ଚୀନ ପୁଣି ବାହାସ୍ପୋଟ ମାରିଛି । ହଂକଂ ଘଟଣାରେ ଯେଉଁ ଦେଶ ମୁଣ୍ଡ ପୂରାଇବ ତାର ଆଖି ଫୁଟାଇଦେବୁ ବୋଲି ଧମକ ଦେଇଛି । ଚୀନ ଦ୍ୱାରା ଜାରି କରାଇଥିବା ନୂତନ ନିୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡାକୁ ନେଇ ଗଠିତ ଫାଇଭ…

ମୃତ୍ୟୁର ୪ ମାସ ପରେ ଆସିଲା ବିିଇଓଙ୍କ ବଦଳି ଅର୍ଡର

ଭୁବନେଶ୍ୱର: ମୃତ୍ୟୁକୁ ପୂରିଲାଣି ୪ ମାସ । କିନ୍ତୁ ଏବେ ଆସୁଛି ବଦଳି ନିର୍ଦ୍ଦେଶ । ଏଭଳି ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବିଇଓଙ୍କ କ୍ଷେତ୍ରରେ । ଗତ ଅଗଷ୍ଟ ମାସରେ ବିଇଓ କୃଷ୍ଣ ଚନ୍ଦ୍ର ନାୟକଙ୍କ କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍କୁଲ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା

ବାରିପଦା: ପତ୍ନୀ ହନ୍ତା । ସ୍ତ୍ରୀକୁ କୁରାଢିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗାଁରେ । ମୃତକଙ୍କ ନାଁ ମଞ୍ଜଦୋରୀ ମହାନ୍ତ । ହତ୍ୟାକାମୀ ସ୍ୱାମୀ ଶିବପ୍ରସାଦ ମହାନ୍ତକୁ ଗିରଫ କରି…

ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି କାୟା ମେଲାଇଛି କରୋନା । ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏମିକି ବିନା ମାସ୍କରେ ବାହାରେ ବୁଲିଲେ ମୋଟା ଅଙ୍କର ଫାଇନ୍ ଗଣିବେ । ଦୁଇ ହଜାର ଟଙ୍କା ଜରିମାନା ଆଦାୟ ହେବ । ପୂର୍ବରୁ ପାଞ୍ଚ ଶହ ଟଙ୍କା ଫାଇନ୍ ଆଦାୟ ହେଉଥିଲା । ଆଜିଠାରୁ…

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା ତୁମ ଅସ୍ମିତାର ଭୁରୁ ଗନ୍ଧରେ ମୁଁ ପ୍ରମତ୍ତ କୀଟଟିଏ ଖୋଜୁଛି ମୋ ଅସ୍ତିତ୍ୱ । ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ । କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ ଜାଣିବାକୁ ଚାହେଁ ବହୁତ କିଛି ଜାଣିବାକୁ ଚାହେଁ କି ମୁଁ ତୁମ…

ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ୯ଟି ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ମୃତ୍ୟୁସଂଖ୍ୟା । ବିଶେଷ କି ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ ।…

ରାଜ୍ୟରୁ ୨୪ ଘଣ୍ଟାରେ ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୫୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୨୧ଟି । ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । Covid-19 Report For…

ଜଗତସିଂହପୁରରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗାଁରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ । ଏହି କାରବାରରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଜଗତସିଂହପୁର ସଦର ପୋଲିସ ଓ ଅବକାରୀ ବିଭାଗ ଟିମ ଚଢାଉ କରି…

କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଧିବେଶନ । ପ୍ରଥମେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥି ସହ ଦିବଗଂତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃକୁ…