Latest Odisha News

BREAKING NEWS

୧୪ଟି ଜିଲ୍ଲାରୁ ସୁସ୍ଥ ହେଲେ ୧୨୦ କରୋନା ରୋଗୀ; ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୫୦୦ ନିକଟତର

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୪୭୪ରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ, କେବଳ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥତା ଲାଭ କରିଛନ୍ତି । ଗଞ୍ଜାମ…

କଟକ ଓ ଭୁବନେଶ୍ୱରରେ ସଟଡାଉନରେ ବି ମିଳିବ ଆମିଷ

କଟକ: ଖାଦ୍ୟ ପ୍ରେମୀଙ୍କ ପାଇଁ ଆସିଛି କିଛି ଭଲ ଖବର, ଯେଉଁମାନେ ସଟଡାଉନ୍ କାରଣରୁ ଘରରନ୍ଧା ଆମିଷ ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ, ସେମାନେ ବନ୍ଦ ଦିନରେ ମଧ୍ୟ କଞ୍ଚା ମଟନ୍, ଚିକେନ୍, ମାଛ ଏବଂ ଚିଙ୍ଗୁଡ଼ି ଅର୍ଡର କରିପାରିବେ। ଯୁବ ଉଦ୍ୟୋଗୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା "RAW…

ପ୍ରବଳ ଗହଳି ଯୋଗୁଁ ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ରାତି ପାହିଲେ ରଜ । ମାର୍କେଟ୍ ବିଲ୍ଡିଂରେ ଅସମ୍ଭବ ଗହଳି । ମାର୍କେଟ୍ ବିଲ୍ଡିଂରେ କୌଣସି କରୋନା କଟକଣା କିମ୍ବା ସାମାଜିକ ଦୂରତାକୁ କୌଣସି ବ୍ୟକ୍ତି ମାନୁନଥିବାର ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ମିଳିଥିବା…

ଲକ୍‌ଡାଉନ ବେଳେ ପୋଲିସର କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଏସ୍‌.ପି ଓ ଡିସିପିମାନଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସେ ଆଲୋଚନା କରିଥିଲେ ।…

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି । ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…

ଜୁନ ୧୭ରୁ ଖୋଲିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ

ଭୁବନେଶ୍ୱର: ଜୁନ ୧୭ ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜର ଶିକ୍ଷକ, ଅଫିସର ତଥା ଅନ୍ୟ କର୍ମଚାରୀ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯…

ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ ଶୁକ୍ରବାର ଦିନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମର ଟ୍ୱିଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗାସକନା ଅଞ୍ଚଳର ଜଣେ ୪୬ ବର୍ଷିୟା ମହିଳା ଅଛନ୍ତି, ଯାହାଙ୍କର ସ୍ୱାବ ନମୁନା…

ଦରଦୀ ପ୍ରାଣର ମହାନ ବ୍ୟକ୍ତିତ୍ୱ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଗାଁ ମଫସଲିଆ ସେ । ତାରି ପାଇଁ ଜୀବନ ଜୀଇଁବାର ଆଶା ଦେଖେ ମନୁଷ୍ୟ । ମାଟି ମାର ସେ କୁଶଳୀ କାରିଗର । ସଭ୍ୟତାର ମାପକାଠି । ସେ ନଥିଲେ ଦିନରେ ଦି ଓଳି ଖାଇବା ସ୍ୱପ୍ନ ପାଲଟିଯିବ । ସତରେ ସେ ହିଁ ପ୍ରକୃତ ବିନ୍ଧାଣୀ…

ହାବିଲଦାରଙ୍କ ସମେତ ମାଲକାନଗିରିରେ ୩ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି: ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର‌୍ୟ୍ୟରତ ଜଣେ ହାବିଲଦାର କରୋନା ପଜିଟିଭ ଚିହ୍ନଟ ହେବାପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ହୋମ୍ କ୍ବାରେନଣ୍ଟାଇନକୁ ପଠାଯାଇଛି। ଏହାଛଡା ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି…