Latest Odisha News

BREAKING NEWS

ତୃତୀୟ ଜିଲ୍ଲା ଭାବେ ବାଲେଶ୍ୱରରେ ବି ହେବନି ରଜ ମହୋତ୍ସବ

ବାଲେଶ୍ୱର: କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର ଏବଂ ଖୋର୍ଦ୍ଧା ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି। କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଘୋଷଣା କରିଛି ଯେ…

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ…

ସୀମାରେ ନେପାଳ ପୋଲିସ ଗୁଳିରେ ଭାରତୀୟ କୃଷକଙ୍କ ମୃତ୍ୟୁ, ପରିସ୍ଥିତି ଉତେଜନାପୂର୍ଣ୍ଣ

ସୀତାମଢ଼ୀ:ଭାରତ-ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ବିହାରର ଜାନକୀନଗର ସୀମା ନିକଟରେ ନେପାଳ ପୋଲିସ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏଥିରେ ୫ଜଣଙ୍କ ଦେହରେ ଗୁଳି ବାଜିଛି । ନାଗେଶ୍ୱର ରାଏ ନାମକ ୨୫ ବର୍ଷୀୟ ଜଣେ ଯୁବକଙ୍କ ଏଥିରେ…

ସୋପିଆନରୁ ଲଶ୍କର ଆତଙ୍କବାଦୀ ଜାକିର ଅହମ୍ମଦ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରୁ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଶ୍ମର ଇ ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ଅହମ୍ମଦକୁ ପୋଲିସ ଗିରଫ କରିଛି । ଜାକିରଠାରୁ ଆଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା…

ନୂଆ ମୋଟର ଯାନ ଆଇନ୍ ଲାଗୁପରେ ଓଡିଶାରେ କମିଛି ସଡକ ଦୁର୍ଘଟଣା

ଭୁବନେଶ୍ବର: ନୂଆ ମୋଟର ଯାନ ଅଧିନିୟମ ଲାଗୁ ହେବାପରେ ଓଡିଶାରେ ସଡକ ଦୁର୍ଘଟଣା ଏବଂ ତଦଜନିତ ମୃତ୍ୟୁବରଣ ସଂଖ୍ୟା ହ୍ରାସ ଘଟିଛି । ସୁତ୍ରରୁ ପ୍ରକାଶ ଯେ ୨୦୧୯ ମସିହା ସେପ୍ଟେମ୍ବର ୧ରୁ ଡିସେମ୍ବର ୨୦୧୯ ମଧ୍ୟରେ ରାଜ୍ୟରେ ୩୫୫ଟି ଦୁର୍ଘଟଣା ଘଟିଛି । ଯାହା ପୂର୍ବ ବର୍ଷର ସେହି ଅବଧି…

ଲାଞ୍ଚ ନେଇ ଫସିଲେ ପୋଲିସ ବାବୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ବେଗୁନିଆ ନିକଟ ଧଳାପଥର ଫାଣ୍ଡି ଏଏସଆଇ ଅଶୋକ କୁମାର ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବୋଲଗଡ ନିକଟ ସାନ…

କୋରାପୁଟରେ ମାଓବାଦୀ କ୍ୟାମ୍ପ ଠାବ

ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ…

ଓଡିଶାର ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ,…

ପୁରୀରୁ ସର୍ବାଧିକ ୧୫ ପଜିଟିଭ ସହ ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୧୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୩୪୮୯ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫ ଟି ସ୍ଥାନୀୟ ମାମଲା ରହିଛି ।…

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1271313648678400004?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ…