Latest Odisha News

BREAKING NEWS

୧୨ଟି ସରକାରୀ ସ୍କୁଲର ୭୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ରେୱାରୀ: ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚଡକ । ବୁଧବାର ହରିୟାଣାର ରେୱାରୀ ନୋଡାଲ୍ ଅଫିସରଙ୍କ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଥିଲା । ଗୋଟିଏ କି ଦୁଇଟି ନୁହେଁ ୧୨ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି । ନୋଡାଲ୍…

ଯୁଗ ଯୁଗ ଜିୟୋର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବରୁଣ ଧାୱନ ଓ କିଆରା ଆଡଭାନୀ ଅଭିନୀତ ଯୁଗ ଯୁଗ ଜିୟୋ ଫିଲ୍ମର ଫାଷ୍ଟ ଲୁକ୍ ବୁଧବାର ଜାରି କରାଯାଇଛି । ବରୁଣ ଓ କିଆରା ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ଉଭୟଙ୍କ ଯୋଡିଙ୍କୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି । କିଆରା ଲେଖିଛନ୍ତି ଯୁଗ ଯୁଗ ଜିୟୋ, ହ୍ୟାପି…

ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ

ଫାଇଜର କରୋନା ଟିକା ୯୫ ପ୍ରତିଶତ ଫଳପ୍ରଦ । ଟିକା ପରୀକ୍ଷଣର ଚୂଡାନ୍ତ ପର୍ଯ୍ୟାୟ ବିଶ୍ଲେଷଣରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରେଗୁଲୋଟୋରୀ ଆପ୍ରୁଭାଲ ପାଇଁ କିଛି ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ଆବେଦନ କରାଯିବ । ଫାଇଜର ଟିକା ବୟସ୍କଙ୍କ ପାଖରେ ସଂକ୍ରମଣ…

ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର ଏହା ସ୍ପଷ୍ଟ କରିଛି । ୪ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ…

ଲଦାଖରେ ସେନାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ, -୪୦ ଡିଗ୍ରୀ ତାପମାତ୍ରାରେ ରହିପାରିବେ

ଲଦାଖ: ଚୀନର ଚାଲାକିକୁ ଭାରତ ଜମାରୁ ବିଶ୍ୱାସ କରିବା ଲକ୍ଷ୍ୟରେ ନାହିଁ । ଏଥିପାଇଁ ସୀମାରୁ ସେନା ହଟାଇବା ଭୁଲ କରିବାକୁ ଚାହୁଁ ନାହିଁ । ତେବେ ମାଇନସ ୩୦ରୁ ୪୦ ଡିଗ୍ରୀ ତାପମାତ୍ରାରେ ସୈନିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ କୋଠରୀ ନିର୍ମାଣ କରାଯାଇଛି । ଏଥିସହ…

ରାଜ୍ୟସଭା ନିର୍ବାଚନରେ ​​ଜିତିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସୁପ୍ରିମ୍‌କୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୈଦେଶିକ ମନ୍ତ୍ରୀ ତଥା ବିଜେପିର  ରାଜ୍ୟସଭା ସାଂସଦ ଏସ ଜୟଶଙ୍କରଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଏସ ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରାଯାଇଥିବା ତିନିଟି ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନୋଟିସ ପଠାଇଛନ୍ତି। ଗୁଜୁରାଟରୁ…

ନୀଳଗିରିରୁ ଫେରିଲେ ଝାଡ଼ଖଣ୍ଡ ହାତୀପଲ;ଏବେ ବି ଲୋକଙ୍କ ମନରୁ ଯାଇନି ଭୟ 

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳକୁ ଆସିଥିବା ୪୨ ଟି ହାତୀପଲ ଫେରି ଯାଇଛନ୍ତି । ହାତୀ ପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ବ୍ୟାପକ ଫସଲହାନି କରିବା ପରେ ପାଖ ଇଟାଭାଟି କୁ ପଶି ଉପଦ୍ରବ ଚଳାଇଥିଲେ। ସେହି ଅଂଚଳର ରବି ସିଂ ଓ ଭଟି ସିଂ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ଘର…

ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପାଲଟିଛନ୍ତି ଡେଲିଭରି ବଏ

ଭୁବନେଶ୍ୱର: କରୋନା ମହାମାରୀର ଚଡକ ସମସ୍ତଙ୍କୁ ଘାଇଲା କରିଥିଲା । କେଉଁଠି ଶିକ୍ଷକ ପାଲଟିଛନ୍ତି ଦିନ ମଜୁରିଆ, ତ ପୁଣି କେଉଁଠି ଦିନ ମଜୁରିଆ ବିନା କାମରେ ଭାଗ୍ୟକୁ ଆଦରି ବସିଛି । ଏହି ଧାରାରେ ଜଣେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ସାମିଲ ହୋଇ ପାଲଟିଛନ୍ତି ଡେଲିଭରି ବଏ ।…

ଆମେରିକା; ପରବର୍ତ୍ତୀ ଦଲାଇ ଲାମା ଚୟନ କରିବା ପାଇଁ ଚୀନ୍‌ର କୌଣସି ଧାର୍ମିକ ଆଧାର ନାହିଁ

ୱାଶିଂଟନ୍: ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି ଯେ ପରବର୍ତ୍ତୀ ଦଲାଇ ଲାମା ବାଛିବା ପାଇଁ ଚୀନ୍‌ର କୌଣସି ଧାର୍ମିକ ଆଧାର ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ ବୌଦ୍ଧ ଧର୍ମର ତିବ୍ଦତୀୟ ଅନୁଗାମୀମାନେ ଶହ ଶହ ବର୍ଷ ଧରି ସଫଳତାର ସହିତ ସେମାନଙ୍କର ଆଧ୍ୟାତ୍ମିକ ନେତା ଚୟନ…

ଭାରତରୁ ବିଦାୟ ନେଇପାରେ ଏୟାରଏସିଆ!

ନୂଆଦିଲ୍ଲୀ: ମାଲେସିଆ ଏୟାରଲାଇନ୍ସ କମ୍ପାନୀ ଏୟାର ଏସିଆ ଭାରତରୁ ଏହାର ବ୍ୟବସାୟକୁ ବନ୍ଦ କରିବାକୁ ସୂଚିତ କରିଛି। ଏୟାର ଏସିଆ ଗ୍ରୁପ୍ (ଏୟାରଲାଇନ୍ସ) ର ସଭାପତି ବୋ ଲିଙ୍ଗାମ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଜାପାନ ଏବଂ ଭାରତର ବ୍ୟବସାୟରେ କମ୍ପାନୀ ବହୁ ନଗଦ ଅର୍ଥ ଖର୍ଚ୍ଚ କରୁଛି।…