Latest Odisha News

BREAKING NEWS

ଆମେରିକା ନିର୍ବାଚନ: ପେନସିଲଭାନିଆର ଫଳାଫଳ ଉପରେ ଆଜି ଫେଡେରାଲ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଠକେଇ ଅଭିଯୋଗ କରୁଥିବା ଟ୍ରମ୍ପ ସମର୍ଥକମାନେ ପେନସିଲଭାନିଆ ସହ ଜଡିତ ଏକ ମାମଲାରେ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି। ଆଜି ଅନ୍ୟ ଏକ ମାମଲାରେ ଶୁଣାଣି ଚାଲିଛି। ଟ୍ରମ୍ପ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ ଲକ୍ଷ ଲକ୍ଷ ଡାକ ବାଲାଟକୁ ଭୁଲ…

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମାଆ ଦୁର୍ଗାଙ୍କ ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ମାଆ ଦୁର୍ଗାଙ୍କ କ୍ଷୁଦ୍ର ମୂର୍ତ୍ତି। ଏଭଳି ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଯିଏକି ଦଶହରା ସମୟରେ ସବୁଠୁ ଛୋଟ ମୂର୍ତ୍ତି ନିର୍ମାଣ କରି ଏଥିରେ ରଙ୍ଗ ଦେଇଥିଲେ।…

ଖୁବ୍‌ ଶୀଘ୍ର ଭାରତକୁ ଫେରିବ ପବ୍‌ଜି; ସୋସିଆଲ୍‌ ମିଡିଆରେ ଟିଜର୍‌ ରିଲିଜ୍‌ କଲା କମ୍ପାନୀ

ନୂଆଦିଲ୍ଲୀ: ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରୁଥିବା ପବ୍‌ଜି ଖୁବ୍‌ ଶୀଘ୍ର ଭାରତକୁ ଫେରିବାକୁ ଯାଉଛି। ପୂର୍ବରୁ ଏହି ଖେଳ ଭାରତକୁ ଫେରିବା ପାଇଁ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ କମ୍ପାନୀ ଏହା ବିଷୟରେ ଏକ ଟିଜର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଜାରି କରିଛି। ଭାରତ…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…

ସ୍ବାଭିମାନ ଅଞ୍ଚଳରେ ଆଉ ୩ଟି ମୋବାଇଲ ଟାୱାର ଲାଗି ଯୋଜନା: ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୮ ଜୁଲାଇ ମାସରେ ସେ ସ୍ବାଭିମାନ ଅଞ୍ଚଳକୁ ଯିବା ସହ…

ହୁ ମୁଖ୍ୟାଳୟରେ ସଂକ୍ରମଣର ବିସ୍ତାର; ୬୫ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟାଳୟରେ ମୂତୟନ ଥିବା ୬୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଆସୋସିଏଟେଡ୍ ପ୍ରେସ ଦ୍ୱାରା ପ୍ରାପ୍ତ ଏକ ଆଭ୍ୟନ୍ତରୀଣ ଇ-ମେଲ୍ ଏହି ସମ୍ବେଦନଶୀଳତାକୁ ପ୍ରକାଶ କରିଛି। ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି ମୁଖ୍ୟାଳୟରେ…

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କିପ୍ରୁଟ ନାବାଳିକା ସହ ଯୌନ ସଂପର୍କ ରଖିବା ଅପରାଧରେ ଗିରଫ

ନାଇରବି: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କେନିଆର କନସେସଲୁସ କିପ୍ରୁଟ ଏକ ନାବାଳିକା ସହ ଯୌନ ସଂପର୍କ ରଖିବା ଅପରାଧରେ  ଗିରଫ ହୋଇଛନ୍ତି । ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଯଦି କିପ୍ରୁଟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ…

ସାରୁଅ ଜମି ଜାଲିଆତି ମାମଲା: କ୍ରାଇମବ୍ରାଞ୍ଚରେ ହାଜର ହେଲେ ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ନିହାର ଭୂୟାଁ

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିଃ ନିର୍ଦ୍ଦେଶକ ନିହାର ଭୂୟାଁ । ଆଜି ସକାଳେ ସେ ହାଜର ହୋଇଥିଲେ । ସାରୁଅ ଜମି ଜାଲିଆତି ମାମଲାରେ ତାଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ତାଙ୍କୁ…

୩ ଟି ରଣନୀତି ଯୋଗୁ ଆର୍ମେନିଆକୁ ୩୦ ବର୍ଷ ଧରି ଲାଗିଥିବା ଯୁଦ୍ଧରେ ପରାସ୍ତ କଲା ଆଜରବୈଜାନ

ବାକୁ:ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଯୁଦ୍ଧ ଓ ଅଶାନ୍ତିର ପରିସମାପ୍ତି ଘଟିଛି । ଆଜରବୈଜାନ ୩ଟି ରଣନୀତି ଯୋଗୁ ଏହି ଯୁଦ୍ଧରେ ବିଜୟୀ ହୋଇ ବିବାଦୀୟ ନାଗର୍ନୋ-କାରବାଖାକୁ ହାତେଇବାରେ ସଫଳ ହୋଇଛି । ତେବେ ଏହି ୩ଟି ରଣନୀତି କଣ ? ଏଗୁଡିକ ହେଲା ଟେକନୋଲୋଜି,…