Latest Odisha News

BREAKING NEWS

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମନ୍ଦିର ବଜେଟ, ନାଗାର୍ଜୁନ ବେଶ ଓ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ହେବା ନେଇ ଜଣାପଡିଛି। ସୂଚନାନୁସାରେ, ନୀଳାଦ୍ରି ଭକ୍ତ ନିବାସରେ ଗଜପତି…

ରାଜ୍ୟରେ କରୋନା ନେଲା ଆଉ ୧୭ ଲୋକଙ୍କ ଜୀବନ

ଭୁବନେଶ୍ୱର: ମହାମାରୀ ନେଉଛି ଜୀବନ । ରାଜ୍ୟରେ ଆଉ ୧୭ ଲୋକଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୦ ଜିଲ୍ଲାର ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ୧୨ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ । ସୁନ୍ଦରଗଡ଼, ସମ୍ୱଲପୁର ଓ…

ଟପ୍ ହ୍ୟାକର୍ ପିଟର ଜାଟକୋ ହେଲେ ଟ୍ୱିଟର୍‌ର ନୂତନ ସୁରକ୍ଷା ମୁଖ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଦିଗ୍‌ଗଜ କମ୍ପାନୀ ଟ୍ୱିଟର ନିଜ ଉପରେ ବଢୁଥିବା ନିୟମର ଚାପ ଏବଂ ଗୁରୁତର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି କାର୍ଯ୍ୟ ପାଇଁ ବିଶ୍ୱ‌ର ଜଣାଶୁଣା ହ୍ୟାକର୍‌ଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛି। ଯାହାଦ୍ୱାରା ସେମାନେ ଏହି ଚ୍ୟାଲେଞ୍ଜଗୁଡିକର ମୁକାବିଲା…

ବାଣ ଫୁଟାଇବା ବେଳେ ପୋଡି ହୋଇ ରୀତା ବହୁଗୁଣାଙ୍କ ନାତୁଣୀ ମୃତ

ପ୍ରୟାଗରାଜ: ଦୀପାବଳି ଅବସରରେ ବିଜେପି ନେତ୍ରୀ ରୀତା ବହୁଗୁଣାଙ୍କ ଘରେ ଶୋକବର ବାତାବରଣ ଖେଳିଯାଇଛି । ବହୁଗୁଣାଙ୍କ ନାତୁଣୀ ଛାତ ଉପରେ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ବଂଚାଇବା…

ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ୍‌ କିଣିବ ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ କ୍ରୟ କରିଛି। ବ୍ରିଟେନ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ସୋମବାର ଏହି ସୂଚନା ଦେଇଛନ୍ତି। ବସନ୍ତରେ ପ୍ରଥମ ଡୋଜ ବିତରଣ କରାଯାଇପାରିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ମାନବ ପରୀକ୍ଷଣର ତୃତୀୟ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ସମଗ୍ର ମାନବ ଜାତିର ବିନାଶର କାରଣ ପାଲଟିଛି କରୋନା। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢେ ପାଞ୍ଚ କୋଟି ପାର୍‌ କରିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫…

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୬୪୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । ଲଗାତାର ଚତୁର୍ଥ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ…

ହୁ ମୁଖ୍ୟଙ୍କ କଡ଼ା ଚେତାବନୀ; ଟିକା ବାହାରିଲେ ବି କରୋନା ସଂକ୍ରମଣ କମିବ ନାହିଁ

ଜେନେଭା: ସମଗ୍ର ବିଶ୍ୱ କରୋନା ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏହି ରୋଗରେ ଦୁନିଆରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ଏକ ଟୀକା ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଆଶା ବ୍ୟକ୍ତ କରୁଛନ୍ତି ଯେ…

୩୭୦ ବାହାନା କରି କେନ୍ଦ୍ର ସରକାର କାଶ୍ମୀରର ମୁସଲମାନମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି; ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଜାମ୍ମୁ କାଶ୍ମୀରରେ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜାମ୍ମୁ କାଶ୍ମୀରରେ ଏହି ଜମିକୁ ପୁଞ୍ଜିପତି ସମର୍ଥକଙ୍କ ନିକଟରେ ବିକ୍ରି କରୁଛନ୍ତି। ମେହବୁବା ମୁଫତି ସ୍ପଷ୍ଟ ଭାବେ…

ତାମିଲ୍‌ ଟେଲିଭିଜନ୍‌ ଅଭିନେତା ସେଲ୍‌ଭାରଥିନମ୍‌ଙ୍କୁ ଚେନ୍ନାଇରେ ହତ୍ୟା

ନୂଆଦିଲ୍ଲୀ: ଚେନ୍ନାଇରେ କିଛି ଲୋକ ଟିଭି ସିରିଏଲ 'ଥେନ୍‌ମୋଜୀ ବିଏ'ରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି ଯେ ଘଟଣାସ୍ଥଳ ନିକଟରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ…