Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ଦିବ୍ୟେନ୍ଦୁଙ୍କ ବିଛୁଆ ଟ୍ରାକ୍ !

ମୁମ୍ବାଇ: ୱେବ୍ ସିରିଜ୍ ମିର୍ଜାପୁର ପରେ ମୁନ୍ନା ଓରଫ ଦିବ୍ୟେନ୍ଦୁଙ୍କ ଆଗାମୀ ପଦାର୍ପଣକୁ ଚାହିଁ ବସିଛନ୍ତି ଦର୍ଶକ । ଏହି ଚାହିଦାକୁ ଆଖି ଆଗରେ ରଖି କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ବିଛୁ କା ଖେଲରେ ଆସୁଛନ୍ତି ଦିବ୍ୟେନ୍ଦୁ ଶର୍ମା । କିଛିଦିନ ପୂର୍ବରୁ ଏହାର ଟ୍ରେଲର୍ ଧମାଲ ମଚାଇଥିଲା ।…

ଚଳିତ ମାସରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ପୂର୍ବରୁ ଗତ ମାର୍ଚ୍ଚ ମାସରେ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍…

ଲକ୍ଷ୍ମୀ ଫିଲ୍ମ ପରେ ଓଟିଟି ପ୍ଲାଟଫର୍ମ ଚିନ୍ତାରେ !

ମୁମ୍ବାଇ: ଲକ୍ଷ୍ମୀ ଫିଲ୍ମ ଆଶାନୁରୂପ ସଫଳତା ପାଇପାରୁ ନ ଥିବାରୁ ଏବେ ଓଟିଟି ପ୍ଲାଟଫର୍ମ ସତର୍କ ହୋଇ ପଡିଛନ୍ତି । ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ଦୀପାବଳି ଦିନ ଭଲ ବ୍ୟବସାୟ କରିଥିଲେ ମଧ୍ୟ ଏହା ପରେ ଆଉ ଦର୍ଶକ ଜୁଟାଇ ପାରି ନ ଥିଲା । ଡିଜନୀ ପ୍ଲସ ହଟଷ୍ଟାର ପ୍ରଥମ ସପ୍ତାହରେ ଯେତିକି ପାଇବ…

ଭୁବନେଶ୍ୱରରୁ ୫୩ଟି ଚୋରା ସ୍ମାର୍ଟଫୋନ୍ ଜବତ

ଭୁବନେଶ୍ୱର: ୫୩ଟି ସ୍ମାର୍ଟଫୋନକୁ ନେଇ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କୋଲକାତା ଯାଉଥିବା ବେ‌ଳେ କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଥିବା ଜଣାପଡିଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ସ୍ମାର୍ଟଫୋନ୍ ଗୁଡିକ ଭୁବନେଶ୍ୱରରୁ…

ନାଟକୀୟ ଢଙ୍ଗରେ ଧରାପଡିଲେ ୧୧ ନକଲି ଯବାନ

ଆସାମ: ପାଖରେ ନଥିଲା କୌଣସି ପରିଚୟ ପତ୍ର । ହେଲେ ୪ଜଣ ପିନ୍ଧି ବୁଲୁଥିଲେ ଭାରତୀୟ ସେନାର ପୋଷାକ । ସନ୍ଦିଗ୍ଧ ଅବସ୍ଥାରେ ଗୌହାଟି ଏୟାରପୋର୍ଟ ନିକଟରେ ୪ଜଣ ବ୍ୟକ୍ତି ଭାରତୀୟ ସେନାର ନକଲି ପୋଷାକ ପିନ୍ଧି ଚକ୍କର କାଟୁଥିବାବେଳେ ସେମାନଙ୍କୁ ଗିରଫ କରିଛି ଆସାମ ପୋଲିସ । ସୋମବାର ରାତିରେ…

୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ମଙ୍ଗଳବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି (ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି। ଏହି ଅବସରରେ…

ଗଞ୍ଜାମରୁ ଜବତ ହେଲା ଆନ୍ଧ୍ର ଟ୍ରଲର; ୮ ମତ୍ସ୍ୟଜୀବୀ ଅଟକ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଏକ ମାଛଧରା ଟ୍ରଲରକୁ ସୋମବାର ଦିନ ଋଷିକୂଲ୍ୟା କୂଳ ନିକଟରୁ ଜବତ କରାଯାଇଛି । ଏହାସହ ମାଛ ଧରିବା ଉପରେ ଲାଗିଥିବା ନିସିଦ୍ଧାଦେଶକୁ ଉଲଂଘନ କରିଥିବା ଅଭିଯୋଗରେ ଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ୮ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ମଧ୍ୟ ରଖାଯାଇଛି। ବ୍ରହ୍ମପୁର ବନଖଣ୍ଡ…

ଜଗନ୍ନାଥ ମନ୍ଦିର ଖୋଲିବା ନେଇ କ’ଣ କହିଲେ ମୁଖ୍ୟ ପ୍ରଶାସକ; ଜାଣନ୍ତୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ରାଜସ୍ୱ ହ୍ରାସ ପାଇଥିବା ନେଇ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) । ମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଜିଟିଏ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି, ୨୦୨୦-୨୧…

ଭୁବନେଶ୍ୱରରୁ ୫୦ରୁ କମ୍ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ସବୁଠୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ୪୮ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୩୦ ହଜାର ୨୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ବିଲୁପ୍ତ ପ୍ରଜାତିର ପ୍ରାଣୀକୁ ବଂଚାଇବା ପାଇଁ ୨୦ ଲକ୍ଷ ଟଙ୍କାର ଲାଂଚ ନେଲେନି ବନ୍ୟ ବିଭାଗ କର୍ମଚାରୀ

ଗୌହାଟୀ: ଏବେ ବି ଭଲ ମଣିଷ ଦୁନିଆରେ ଅଛନ୍ତି । ତାହା ପୁନର୍ବାର ପ୍ରମାଣିତ ହୋଇଛି ଆସାମରେ । ଏଠାରେ ବିଲପ୍ତ ପ୍ରଜାତି ଟୋକେ ଗେକୋ (ଝିଟିପିଟି ଶ୍ରେଣୀର)କୁ ଶିକାରୀ ମାନେ ଧରି ନେଇ ଯାଉଥିଲେ । ଏହା ଦେଖି ବନ୍ୟ ବିଭାଗ କର୍ମଚାରୀ ଜୟନ୍ତ କେ ଦାସ ସେମାନଙ୍କ ସହ ମୁକାବିଲା କରିଥିଲେ । ଟୋକେ…