ବିଦେଶରେ ଭଲ ରୋଜଗାର କରୁଛି ଫିଲ୍ମ ‘ଲକ୍ଷ୍ମୀ’
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ 'ଲକ୍ଷ୍ମୀ' ଡିସ୍ନି ପ୍ଲସ ହଟଷ୍ଟାରରେ ୯ ନଭେମ୍ବରରେ ଭାରତରେ ମୁକ୍ତିଲାଭ କରିଥିଲା। ସେହି ଦିନ ଫିଲ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପପୁଆ ନ୍ୟୁ ଗିନି ଏବଂ ସାଉଦି ଆରବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି…