Latest Odisha News

BREAKING NEWS

କମୁଛି ସଂକ୍ରମଣ; ବନ୍ଦ ହେବ ସମ୍ବଲପୁର ସଦର କୋଭିଡ ହସ୍ପିଟାଲ

ସମ୍ବଲପୁର: ରାଜ୍ୟରେ ତଳ ମୁଁହା କୋଭିଡ ଗ୍ରାଫ। ଗତ କିଛିଦିନ ହେବ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ସମ୍ବଲପୁରରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା କମିବାରର ଲାଗିଛି। ଏହାକୁ ଦୃଷ୍ଟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସଦର କୋଭିଡ ହସ୍ପିଟାଲକୁ ବନ୍ଦ କରାଯିବାକୁ ନିଷ୍ପତ୍ତି…

ଶେଖ ରଶିଦଙ୍କ ବିବାଦୀୟ ବୟାନ, ଭାରତର ଖୁଫିଆ ଏଜେନ୍ସି ପାକିସ୍ତାନ ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛନ୍ତି !

ଇସଲାମବାଦ: ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ବାରମ୍ବାର ବିବାଦୀୟ ବୟାନ ଦେଉଥିବା ରଶିଦ କହିଛନ୍ତି ଭାରତର ଖୁଫିଆ ଏଜେନ୍ସି (ର) ପାକିସ୍ତାନର ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛି । ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା…

ଛଟ ପୂଜା ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ ପଠାରେ ଏକାଠି ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦେଶ ଦେଇଛନ୍ତି ।…

ଗାଡି ଅଟକାଇ ବ୍ୟବସାୟୀଙ୍କୁ ସହାୟତା କଲେ ଟ୍ରାଫିକ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଜଣେ ଗରିବ ବ୍ୟବସାୟୀଙ୍କ ଟମାଟୋ ତଳେ ପଡ଼ିଯିବାରୁ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଟ୍ରାଫିକ୍ ପୋଲିସ। ଏପରିକି ସେମାନେ ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକୁ ଅଟକାଇବା ସହ ରାସ୍ତା ରେ ପଡ଼ିଥିବା ଟମାଟୋକୁ…

ହନୁମାନ ଭକ୍ତଙ୍କ ପାଇଁ ଖୁସି ଖବର, କିସ୍କିନ୍ଦାରେ ନିର୍ମିତ ହେବ ୨୧୫ ମିଟର ଉଚ୍ଚତାର ପ୍ରତିମା

ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହିତ ତାଙ୍କର ପ୍ରିୟ ସେବକ ହନୁମାନଙ୍କ ଭବ୍ୟ ପ୍ରତିମା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି । କର୍ଣ୍ଣାଟକର କିସ୍କିନ୍ଦାରେ ୨୦ ଏକର ଜମିରେ ୨୧୫ ମିଟର ଉଚ୍ଚତାର ବିଶାଳକାୟ ହନୁମାନଙ୍କ ପ୍ରତିମା ନିର୍ମାଣ କରାଯିବ । ପ୍ରାରମ୍ଭିକ ଆକଳନ…

ଏବେ କଣ କରୁଛନ୍ତି ବଲିଉଡ୍‌ର ଦାମିନୀ?

ନୂଆଦିଲ୍ଲୀ: ୮୦ ଏବଂ ୯୦ ଦଶକରେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ମୀନାକ୍ଷୀ ସେଶାଦ୍ରୀ। ଆଜି ସେ ତାଙ୍କ ୫୭ତମ ଜନ୍ମଦିନ ପାଳନ କରୁଛନ୍ତି। ମୀନାକ୍ଷୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏବଂ ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର…

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି 

ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି । https://twitter.com/bmcbbsr/status/1328296669427888129?s=19 ଭୁବନେଶ୍ୱର ମହାନଗର ନିଗମ…

ବିହାରରେ ନୀତିଶଙ୍କ ସପ୍ତମ ଇନିଂସ ଆରମ୍ଭ

ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କ ଟିମ୍‌ରେ…

ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ମିଳିବ ନୋବେଲ୍‌ ସମ୍ମାନ

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ କରୋନା ଅବଧିରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ ହେବ। କରୋନା ମହାମାରୀ ସମୟରେ ଏହି ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଗିନିଜ ୱାର୍ଲଡ୍‌ ରେକର୍ଡ ଅନୁଯାୟୀ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ହେଉଛି…