Latest Odisha News

BREAKING NEWS

ରାଷ୍ଟ୍ରପତି ଉନ୍ମୋଚନ କରିଥିବା ଚିତ୍ର କାହାର ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ବୋଷଙ୍କର ଏକ ଚିତ୍ର ଉନ୍ମୋଚନ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଚିତ୍ର ନେତାଜୀଙ୍କ ନୁହେଁ, ବରଂ ଫିଲ୍ମରେ ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ବୋଲିସୋସିଆଲ…

ଟେଷ୍ଟ ଇତିହାସରେ ନିଆରା ରେକର୍ଡ: ପ୍ରଥମ ଇନିଂସରେ ସମସ୍ତ ଉଇକେଟ ନେଲେ ପେସ ବୋଲର, ଦ୍ୱିତୀୟ ଇନିଂସରେ ସ୍ପିନରଙ୍କ କମାଲ

ଗେଲ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ସିରିଜରେ ନିଆରା ରେକର୍ଡ କରିଛନ୍ତି ବୋଲରମାନେ । ଏହି ରେକର୍ଡ ଟେଷ୍ଟ କ୍ରିକେଟର ୧୪୩ ବର୍ଷରେ ଘଟି ନ ଥିଲା । ଆସନ୍ତୁ ଜାଣିବା ଏହି ନିଆରା ରେକର୍ଡ କଣ ଥିଲା । ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ ହୋଇ ଯାଇଥିଲେ ।…

ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି  

ବଲାଙ୍ଗିର : ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିରରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହା ମାଓ ପ୍ରବଣ ଜିଲ୍ଲା ଭାବରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ…

ପାଞ୍ଚ ବର୍ଷ ପରେ ବି ସରୁନି ଜଟଣୀ ଫ୍ଳାଏ ଓଭର ବ୍ରିଜ୍ ନିର୍ମାଣ କାମ

ଖୋର୍ଦ୍ଧା : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।  ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି…

ଅଚଳ ହେବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍, ଆରବିଆଇ କଲା ସ୍ପଷ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ୧୦୦, ୧୦ ଓ ୫ ଟଙ୍କା ଚଳିବନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଲୋକେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ବିମୁଦ୍ରୀକରଣ ବେଳେ ଦେଖାଦେଇଥିବା ସମସ୍ୟା ମନକୁ ଆସି ଯାଇଥିଲା । With regard to reports in certain sections of…

ସମରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର: ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି। ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ…

+୩ରେ ଆଡମିଶନ ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡ଼ିଶାର‌େ ଯୁକ୍ତ ତିନିର‌େ ଆଡମିଶନ ଲାଗି ସୋମବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ଜାନୁଆରୀ ୨୯ରୁ ଫେବୃଆରୀ ୨ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ। ତେବେ ମେରିଟ୍ ତାଲିକା…

ଦେବରାଜ ସାହୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୋବାଇଲ ଓ ବନ୍ଧୁକ ସହ ୬୩ଟି ଗୁଳି, ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ଭୋଇ…

ଟାଇଗର ଶ୍ରଫଙ୍କ ମାଆ ଉଠାଇଲେ୯୫ କିଲୋଗ୍ରାମର ଭାର !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ମାଆ ଆୟେଶା ଶ୍ରଫ ୯୫ କିଲୋଗ୍ରାମର ଭାର ଉଠାଇ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛନ୍ତି । ଜ୍ୟାକି ଶ୍ରଫଙ୍କ ପତ୍ନୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହେବ । ତଥାପି ଫିଟନେସ ମାମଲାରେ ସେ ପଛରେ ନାହାନ୍ତି । ଜିମ୍‌ରେ ୯୫ କିଗ୍ରାର ଭାର ଉଠାଇବା ପରେ…

ସରକାରୀ ସ୍କୁଲକୁ ପୋଷ୍ୟ ପାଇଁଁ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ, ହାଇକୋର୍ଟର ବିଚାରପତି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ଚିଠି ଲ‌େଖିଛନ୍ତି। ସ୍କୁଲରେ ହିଁ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଆମ…